ଜନ୍ମ ଦିନରେ ସ୍ୱର୍ଣ୍ଣ ଜିତି ଇତିହାସ ରଚିଲେ ଲଭଲିନା

ନୂଆଦିଲ୍ଲୀ- ଆଜି ହେଉଛି ଭାରତର ଷ୍ଟାର ବକ୍ସର ଲଭଲିନା ବୋର୍ଗୋହେନ୍‌ଙ୍କର ଜନ୍ମଦିନ। ଆଉ ନିଜ ଜନ୍ମଦିନ ସେ ଜିତିଛନ୍ତି ସ୍ୱର୍ଣ୍ଣ ପଦକ। ଜାପାନରେ ଆଇଚି ନାଗୋୟାରେ ଚାଲିଥିବା ଏସିଆନ ଗେମ୍ସରେ ତାଙ୍କୁ ମିଳିଛି ଏହି ସଫଳତା।ମହିଳା ୭୫ କେଜି ବକ୍ସିଂ ଫାଇନାଲରେ ଚାଇନାର ବାଓ ଜିୟିଙ୍କୁ ୫-୦ରେ…
Read More...

‘ସୁଜଳ’ ଅଭିଯାନର ଶୁଭାରମ୍ଭ କଲେ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର:ଜଳ ସଂରକ୍ଷଣ, ନିରାପଦ ପାନୀୟ ଜଳର ବ୍ୟବହାର ଏବଂ ଜଳବାହିତ ରୋଗର ପ୍ରତିରୋଧ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘ସୁଜଳ’ ଅଭିଯାନର ଶୁଭାରମ୍ଭ କରାଯାଇଛି । ଆଜି ଭୁବନେଶ୍ୱରରେ ମାନ୍ୟବର ଗୃହ ନିର୍ମାଣ ଓ ନଗର…
Read More...

ଗାନ୍ଧୀଜୀଙ୍କ ଆଦର୍ଶରେ ଆମେ ସ୍ୱଦେଶୀ, ସ୍ୱଚ୍ଛତା ପଥରେ ଅଗ୍ରସର ହେଉଛୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନେ ଆଜି ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ…
Read More...

ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଧନୀ ତାଲିକାର ଶୀର୍ଷରେ ଆଦାନୀ

ନୂଆଦିଲ୍ଲୀ: ଫୋବର୍ସ ଚଳିତ ବର୍ଷ ପାଇଁ ଭାରତ ୧୦୦ ଧନୀ ତାଲିକା ଜାରି କରିଛି । ଯେଉଁଥିରେ ବଡ଼ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ଭାରତ ସବୁଠାରୁ ଧନୀ ବ୍ୟକ୍ତି କୁହାଯାଉଥିବା ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ମୂଲ୍ୟ ହ୍ରାସ ପାଇଛି । ସେପଟେ ଆଦାନୀ ଗ୍ରୁପର ମୁଖ୍ୟ ଗୌତମ ଆଦାନୀଙ୍କ ସମ୍ପତ୍ତି…
Read More...

ପାର୍ବଣ ଆରମ୍ଭରୁ କମିଗଲା ସୁନା ଦର

ନୂଆଦିଲ୍ଲୀ- ପାର୍ବଣ ଋତୁ ଆରମ୍ଭରୁ ସୁନା ବ୍ୟବସାୟୀ ଓ ଗ୍ରାହକ ମାନଙ୍କ ପାଇଁ ଆସିଯାଇଛି ଖୁସି ଖବର । ଅଚାନକ ଖସିଲା ସୁନା ଦର । ହଁ ଦର୍ଶକବନ୍ଧୁ ବର୍ତ୍ତମାନ ଦେଶରେ ସୁନା ଦର ଯାହା ହେଲାଣି ଏବେ ସୁନା ପିନ୍ଧିବା ସ୍ୱପ୍ନ ପାଲଟିଗଲାଣି । ହୁ ହୁ ହୋଇ ସୁନା ଦର ବୃଦ୍ଧି ପାଉଛି । ସୁନା…
Read More...

ଏସୀୟ କ୍ରୀଡା: ସ୍ବର୍ଣ୍ଣ ପଦକ ପାଇଁ ପାକିସ୍ତାନ ସହ ଲଢିବ ଭାରତ

ନୂଆଦିଲ୍ଲୀ-ଏସୀୟ କ୍ରୀଡାର ପୁରୁଷ କ୍ରିକେଟ ବିଭାଗରେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନ ଓ ଭାରତ ଫାଇନାଲରେ ପ୍ରବେଶ କରିଛନ୍ତି । ଆଜି ସକାଳେ ପ୍ରଥମ ପାକିସ୍ତାନ ବାଲାଂଦେଶକୁ 6 ୱିକେଟରେ ହରାଇବା ପରେ ଅପରାହ୍ନରେ ଭାରତ ଶ୍ରୀଲଙ୍କାକୁ ବିଶାଳ 124 ରନରେ ହରାଇ ଫାଇନାଲରେ ପ୍ରବେଶ…
Read More...

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର:ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ ୧୨ ଘଣ୍ଟାରେ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଏପଟେ ଉତ୍ତର-ପଶ୍ଚିମ ଓ ସଂଲଗ୍ନ…
Read More...

ତୀରନ୍ଦାଜୀରେ ଭାରତକୁ ହ୍ୟାଟ୍ରିକ ସ୍ୱର୍ଣ୍ଣ

ନୂଆଦିଲ୍ଲୀ: ଏସିଆନ ଗେମ୍ସ ୨୦୨୬ରେ ଭାରତର ସୁନା ବର୍ଷା। ବୁଧବାର ତୀରନ୍ଦାଜୀରେ ଭାରତକୁ ମିଳିଛି ହ୍ୟାଟ୍ରିକ ସ୍ୱର୍ଣ୍ଣ। ପୂର୍ବରୁ ମହିଳା କମ୍ପାଉଣ୍ଡ ତୀରନ୍ଦାଜୀ ଟିମ୍‌ ଇଭେଣ୍ଟ ଓ କମ୍ପାଉଣ୍ଡ ମିକ୍ସଡ୍ ଟିମ୍ ଇଭେଣ୍ଟ ଭାରତକୁ ସ୍ୱର୍ଣ୍ଣ ମିଳିଥିଲା।ଏବେ ପୁରୁଷ କମ୍ପାଉଣ୍ଡ ଇଭେଣ୍ଟରେ ମଧ୍ୟ…
Read More...

‘ଜନସେବକଙ୍କ ମହାକୁମ୍ଭ’ରେ ଯୋଗଦେବେ ଓଡ଼ିଶାର ଜନପ୍ରତିନିଧି

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାର ୨୫ ବର୍ଷ ପୂର୍ତ୍ତି ଅବସରରେ ଅକ୍ଟୋବର ୧୭ ତାରିଖରେ କୋଲକାତାରେ ‘ଜନସେବକଙ୍କ ମହାକୁମ୍ଭ' ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ସାଂସଦଙ୍କ ପର୍ଯ୍ୟନ୍ତ ଏକ ଲକ୍ଷରୁ ଅଧିକ…
Read More...

ଦୀର୍ଘ ୬ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର

ପୁରୀ- ପ୍ରତୀକ୍ଷାର ଅନ୍ତ ଘଟିଛି | ଦୀର୍ଘ ୬ବର୍ଷ ପରେ ଶେଷରେ ଆଜିଠାରୁ ମହାପ୍ରଭୁଙ୍କ ଜନ୍ମ ବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ପାଇଁ ଖୋଲାଯାଇଛି | ଆଜି ଶୁଭ ମୂହୁର୍ତ୍ତ ସକାଳ ୭.୪୫ ମିନିଟ୍ ସମୟରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନଡିଆ ବାଡେଇ,ଦୀପ ଲଗାଇ,ହୁଳହୁଳି ସହ ଜୟ ଜଗନ୍ନାଥ…
Read More...