ବିରାଟ କୋହଲିଙ୍କ ବଡ଼ ପ୍ରଶଂସକ ଥିଲେ ନାନା ପାଟେକର

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଅଭିନେତା ନାନା ପାଟେକରଙ୍କ ୭୫ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ପରଲୋକରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ନାନା ପାଟେକର କ୍ରିକେଟରୁ ଖୁବ ନିକଟରୁ ଅନୁସରଣ କରୁଥିଲେ। ବିଶେଷକରି ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କର ସେ ଜଣେ…
Read More...

ରାଜ୍ୟରେ କମିବ ତାପମାତ୍ର, ବର୍ଷା ସମ୍ଭାବନା

ଭୁବନେଶ୍ୱର:ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ ଆସନ୍ତା ୨ରୁ ୩ ଦିନ ବର୍ଷା ସମ୍ଭାବନା ଥିବାରୁ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି। ଫଳରେ ତାତି,…
Read More...

ଆଇଏସସ୍ତରରେ ଅଦଳବଦଳ, ବଦଳିଲେ ଏହି ସବୁ ଜିଲ୍ଲାର ଜିଲ୍ଲାପାଳ

ଭୁବନଶ୍ୱେର- ରାଜ୍ୟ ସରକାର ବୁଧବାର ଆଇଏସସ୍ତରରେ ଏକ ଅଦଳବଦଳ କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ସଚିବ ଥିବା ଅନ୍ୟା ଦାସଙ୍କୁ ନବରଙ୍ଗପୁର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସେହିଭଳି ସାଧାରଣ ପ୍ରଶାସନ ବିଭାଗର ମଧୁମିତାଙ୍କୁ ନୂଆପଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।…
Read More...

ଜାତୀୟ ଦଳକୁ ଭୁବନେଶ୍ୱର କୁମାର କିପରି ଫେରିଲେ ?

ନୂଆଦିଲ୍ଲୀ- ୨୨ ନଭେମ୍ବର, ୨୦୨୨ ରେ, ଭୁବନେଶ୍ୱର କୁମାର ଭାରତୀୟ ଦଳର ଜର୍ସି ପିନ୍ଧି ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ। ଗତ ଚାରି ବର୍ଷ ମଧ୍ୟରେ, ଅନେକ ଦ୍ରୁତ ବୋଲର ଟିମ୍ ଇଣ୍ଡିଆରେ ଯୋଗ ଦେଇଛନ୍ତି, ଏବଂ ଭୁବନେଶ୍ୱର କୁମାରଙ୍କ ନାମ ଧୀରେ ଧୀରେ ଅନ୍ଧକାରରେ ଠେଲି ହୋଇଯାଇଥିଲା। ଚୟନ କମିଟି…
Read More...

୨୫ ବର୍ଷର ବିଶ୍ୱାସ ଓ ଅଭିଜ୍ଞତା ଦେଶ ପାଇଁ ଏକ ମହାନ ସମ୍ପତ୍ତି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ୨୫ ବର୍ଷର ନିରନ୍ତର ସେବା ପୂରଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଭାରତର ଭବିଷ୍ୟତ ଲକ୍ଷ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ, ସେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ "ବିକଶିତ ଭାରତ ସଂକଳ୍ପ ସଭା"…
Read More...

ବଢିଲା ରେପୋରେଟ୍, ଏଣିକି ମହଙ୍ଗା ହେବ ଘର ଓ କାର୍‌ ଋଣ

ନୂଆଦିଲ୍ଲୀ; ରେପୋ ରେଟ୍‌ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି ହୋଇଛି । ୪ ବର୍ଷ ପରେ ୫.୨୫%ରୁ ବୃଦ୍ଧି ପାଇ ୫.୫୦% ହୋଇଛି ରେପୋ । ୪୪ ମାସ ପରେ ସୁଧହାର ବୃଦ୍ଧି କରିଛି ଆରବିଆଇ ଏମପିସି । ଏଣିକି ମହଙ୍ଗା ହେବ ଘର ଓ କାର୍‌ ଋଣ  । ଏହି…
Read More...

ହାଇକୋର୍ଟଙ୍କ ଜାମିନ ଆବେଦନ କଲେ ଚୌଦ୍ୱାର ଜେଲ୍‌ର ନିଲମ୍ବିତ ବରିଷ୍ଠ ଅଧୀକ୍ଷକ

କଟକ: ଚୌଦ୍ୱାର ଜେଲ୍‌ର ନିଲମ୍ବିତ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଜି ହାଇକୋର୍ଟରେ ଜାମିନ ଆବେଦନ ଦାୟର କରିଛନ୍ତି। ପୂର୍ବରୁ ସେପ୍ଟେମ୍ବର ୩୦ରେ କଟକ ଅତିରିକ୍ତ ଦୌରା ଜଜ୍‌ ତଥା ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କ ଜାମିନ…
Read More...

ପୂର୍ତ୍ତ ବିଭାଗ ଏଇଇ ଅରବିନ୍ଦ ମହାନ୍ତି ଗିରଫ

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର(ଏଇଇ) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଛି। ତାଙ୍କ ବିରୋଧରେ ଆୟ ତୁଳନାରେ ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ରହିଛି। …
Read More...

ଅଧିନାୟକ ପଦରୁ ଓହରିଲେ ହରମନପ୍ରୀତ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ପଦରୁ ସମସ୍ତ ଫର୍ମାଟରେ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏକ ଭାବପୂର୍ଣ୍ଣ ପୋଷ୍ଟ ମାଧ୍ୟମରେ ଏହି ନିଷ୍ପତ୍ତି ଘୋଷଣା କରି ଲେଖିଛନ୍ତି, ‘ଏହି ନିଷ୍ପତ୍ତି ନେବା ସହଜ ନଥିଲା। ଏଥିରେ ବହୁ ବର୍ଷର ସ୍ମୃତି,…
Read More...

ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଏସ୍ଆଇଆର୍ ବିରୋଧରେ ଏକାଠି ବିରୋଧୀ, ସାମିଲ ହେବ ବିଜେଡି

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଏସ୍ଆଇଆର୍ ବିରୋଧରେ ସମସ୍ତ ବିରୋଧୀ ଦଳ ମେଳି ବାନ୍ଧିଛନ୍ତି । ଇଣ୍ଡି ମେଣ୍ଟ ଦେଇଥିବା ବିକ୍ଷୋଭରେ ସାମିଲ ହେବାକୁ ଘୋଷଣା କରିଛି ବିଜୁ ଜନତା ଦଳ । ଆଜି ଦିଲ୍ଲୀରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଘେରାଉ ଏବଂ…
Read More...