ପାର୍ବଣ ପୂର୍ବରୁ ଚିନି ଦର ପୁଣି ବଢିଲା

ନୂଆଦିଲ୍ଲୀ- ଦୀପାବଳି ପୂର୍ବରୁ ମହଙ୍ଗା ହେଉଛି ଚିନି। ଗତ ୬ ଦିନ ମଧ୍ୟରେ ଚିନି ଦର ୧୭ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଛି। ପର୍ବପର୍ବାଣୀ ପାଇଁ ମିଠା ପ୍ରସ୍ତୁତି ବଢ଼ୁଥିବା ବେଳେ ବଜାରରେ ଚିନି ଯୋଗାଣ କମ୍ ରହିବା ଦର ବୃଦ୍ଧିର ପ୍ରମୁଖ କାରଣ ପାଲଟିଛି।ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରରେ ଚିନି…
Read More...

ଟଳିଲା ଲଘୁଚାପ ଆଶଙ୍କା, ପୂଜାରେ ରହିପାରେ ଶିଖିଲା ପାଗ

ଭୁବନେଶ୍ୱର: ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗରରେ ୧୩ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଆଇଏମ୍‌ଡି କହି ଆସୁଥିଲା। ମାତ୍ର ଉଚ୍ଚତା ଅନୁସାରେ ପବନର ବେଗ ଓ ଦିଗର ପରିବର୍ତ୍ତନ ଏବଂ ଶୁଖିଲା ବାୟୁର ପ୍ରବେଶ ଯୋଗୁଁ ଲଘୁଚାପ ସୃଷ୍ଟି କ୍ଷେତ୍ରରେ…
Read More...

ଆଜି ଚତୁର୍ଥ ଟି-20 ; ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ନୂଆଦିଲ୍ଲୀ;​​​​​​ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଆଜି ଖେଳାଯିବ ଚତୁର୍ଥ ଟି-ଟ୍ୱେଣ୍ଟି ମୁକାବିଲା । ପ୍ରଥମ ୩ଟି ମ୍ୟାଚ ଭଳି ଏହି ମ୍ୟାଚରେ ମଧ୍ୟ ବ୍ୟାଟରଙ୍କ ରାଜୁତି ଜାରି ରହିବ ଓ ବୋଲରଙ୍କୁ ନିର୍ମମ ପ୍ରହାରର ସାମ୍ନା କରିବାକୁ ହେବ । ୫ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୨-୧ରେ ଆଗୁଆ…
Read More...

ଦଳ ବିରୋଧୀ କାର୍ଯ୍ୟ ପାଇଁ ୩ ବିଜେଡି ନେତା ନିଲମ୍ବିତ

ଭୁବନେଶ୍ୱର,୧୩।୧୦: ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦଳ ପକ୍ଷରୁ ସେମାନଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି। ନିଲମ୍ବିତଙ୍କ ମଧ୍ୟରେ ପୁରୀ…
Read More...

ଦର ବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟୀ, ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ

ଭୁବନେଶ୍ୱର: ଦରଦାମ ବୃଦ୍ଧି ଏବେ ଦେଶର ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ବିଭିନ୍ନ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ପ୍ରତ୍ୟେକ ବର୍ଗ ଉପଭୋକ୍ତାଙ୍କ ପାଇଁ ଶିରପୀଡ଼ା ବଢ଼ାଇଛି। କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ (ଏମ୍‌ଓଏସ୍‌ପିଆଇ) ପ୍ରକାଶ କରିଥିବା…
Read More...

ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା, ଉପହାର କିଟରେ ମିଳିବ କୋରାପୁଟ କଫି

ଭୁବନେଶ୍ୱର: ସରକାରୀ କାର୍ଯ୍ୟକ୍ରମର ଉପହାର କିଟରେ ମିଳିବ କୋରାପୁଟ କଫି । ସରକାରୀ ବୈଠକରେ ବି କୋରାପୁଟ କଫିର ସ୍ୱାଦ ପାଇବେ । କୋରାପୁଟ କଫିର ଅଧିକ ପ୍ରଚାର ପ୍ରସାର ପାଇଁ ଏମିତି କିଛି ପଦକ୍ଷେପ ନିଆଯାଉଛି ।ଓଡ଼ିଶାର ସ୍ୱଦେଶୀ ଉତ୍ପାଦ "କୋରାପୁଟ କଫି'ର ପ୍ରଚାର ଓ ପ୍ରସାର ସହ ଏହାକୁ…
Read More...

ସେପ୍ଟେମ୍ବର ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଘୋଷଣା କଲା ଆଇସିସି; ଉଭୟ ବର୍ଗରେ ବାଜି ମାରିନେଲେ ଭାରତୀୟ

ନୂଆଦିଲ୍ଲୀ- ସେପ୍ଟେମ୍ବରରେ ଭାରତୀୟ କ୍ରିକେଟ୍‌ ଖେଳାଳିମାନେ ଚମକିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଘୋଷଣା କରିଛି, ଏବଂ ଭାରତୀୟ ଖେଳାଳିମାନେ ପୁରୁଷ ଏବଂ ମହିଳା ଉଭୟ ବର୍ଗରେ ପୁରସ୍କାର ହାତେଇଛନ୍ତି। ଭାରତୀୟ ଅଧିନାୟକ ଶୁଭମନ ଗିଲ ପୁରୁଷ…
Read More...

ଆଜି ସୃଷ୍ଟି ହୋଇପାରେ ଲଘୁଚାପ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହେବ କି ନାହିଁ ଏଯାଏ ସ୍ପଷ୍ଟ ହୋଇ ନ ଥିବାବେଳେ ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପରିସ୍ଥିତି ଅଧିକ ଅନୁକୂଳ ନ ଥିବାରୁ ଏହା ଲଘୁଚାପ କିମ୍ବା ସୁଦୃଶ ଲଘୁଚାପ…
Read More...

ମହାକାଳଙ୍କ ଶରଣରେ ଟିମ୍ ଇଣ୍ଡିଆ କ୍ରିକେଟର

ନୂଆଦିଲ୍ଲୀ- ଭାରତର ବିଜୟ ପରେ, କ୍ରିକେଟର ତିଲକ ବର୍ମା ଏବଂ କୁଲଦୀପ ଯାଦବ ସୋମବାର ସକାଳେ ଶ୍ରୀ ମହାକାଳେଶ୍ୱର ମନ୍ଦିର ପରିଦର୍ଶନ କରିବା ସହ ଭଷ୍ମ ଆରତୀ ସମୟରେ ପ୍ରାର୍ଥନା କରିଥିଲେ। ହକି ଖେଳାଳି ବିବେକ ପ୍ରସାଦ ମଧ୍ୟ ବାବା ମହାକାଳଙ୍କ ଦରବାରରେ ଯାଇ ତାଙ୍କ ଆଶୀର୍ବାଦ…
Read More...

୭ଟି ବାଇକ୍ ଓ ସ୍କୁଟିକୁ ପିଟିଲା କାର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ସଡ଼କ ଦୁର୍ଘଟଣା। ୭ଟି ବାଇକ୍ ଓ ସ୍କୁଟିକୁ ପିଟିଲା କାର। ଆହତ ହୋଇଛନ୍ତି ୩ ଜଣ। କଟକ - ପୁରୀ ବାଇପାସ୍ ରୋଡରେ ଘଟିଛି ଏହି ଦୁର୍ଘଟଣା। ଦୁର୍ଘଟଣା ପରେ ଲୋକେ ଡ଼୍ରାଇଭରଙ୍କୁ ଧରି ପିଟିଥିବା ଅଭିଯୋଗ ହୋଇଛି। ବଡ଼ଗଡ଼ ଥାନା ପୁଲିସ କାର ଡ଼୍ରାଇଭରଙ୍କୁ…
Read More...