ବିରୋଧୀ ଦଳ ନେତାଙ୍କୁ ଭେଟିବାକୁ ମନା କଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ- ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ସହିତ ଅନ୍ୟାନ୍ୟ ଦାବି ନେଇ ଆଜି କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ତରଫରୁ ଦିଲ୍ଲୀରେ ବିଶାଳ ପ୍ରତିବାଦ ସଭା ଡାକରା ଦିଆଯାଇଥିବା ବେଳେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପଦଯାତ୍ରା କରି ପ୍ରଧାନ ବିଚାରପତିଙ୍କୁ ଭେଟି…
Read More...

ମା’ ରାମଚଣ୍ଡୀଙ୍କ ପୀଠରେ ଶାରଦୀୟ ଷୋଡଶ ଉପଚାର ପୂଜା ଆରମ୍ଭ

କୋଣାର୍କ: କୋଣାର୍କର ପ୍ରମୁଖ ଶକ୍ତିପୀଠ ମା' ରାମଚଣ୍ଡୀଙ୍କ ପୀଠରେ ଷୋଳପୂଜା ଆରମ୍ଭ ହୋଇଯାଇଛି ।ଶକ୍ତିପୀଠ ଗୁଡ଼ିକରେ ମା'ଙ୍କ ଆରାଧନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମୂଳାଷ୍ଠମୀଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଷୋଡ଼ଶ ଉପଚାର ହୋଇଛି : ସୂତନ୍ତ୍ର ରୀତିନୀତି ସମ୍ପାଦନ କରାଯାଇଥିବା…
Read More...

ଛୁରି ଦେଖିଲେ ଡରୁଛନ୍ତି ସୈଫ, କାହିଁକି ଜାଣନ୍ତୁ

ଗତ ୨୦୨୫ ମସିହା ଜାନୁଆରୀ ମାସରେ ମୁମ୍ବାଇ ସ୍ଥିତ ନିଜ ବାସଭବନରେ ଏକ ଭୟଙ୍କର ଛୁରାମାଡ଼ର ଶିକାର ହୋଇଥିଲେ ବଲିଉଡର ନବାବ ତଥା ଲୋକପ୍ରିୟ ଅଭିନେତା ସୈଫ ଅଲ୍ଲୀ ଖାନ। ଏହି ଘଟଣାର ଦେଢ଼ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏହାର ପ୍ରଭାବରୁ ସେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ମୁକୁଳି…
Read More...

ପତ୍ନୀଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଲେ ତେଜ୍ ପ୍ରତାପ

ପାଟନା: ବିହାରର ପୂର୍ବତନ ମନ୍ତ୍ରୀ ତଥା ‘ଜନ ଶକ୍ତି ଜନତା ଦଳ’ (ଜେଜେଡି)ର ଜାତୀୟ ସଭାପତି ତେଜ ପ୍ରତାପ ଯାଦବ ନିଜ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଓଟିଟି ରିଆଲିଟି ଶୋ’ ‘ରାଇଜ ଆଣ୍ଡ ଫଲ ସିଜିନ ୨’ ରେ କଥାବାର୍ତ୍ତା ସମୟରେ ତେଜ ପ୍ରତାପ ନିଜ ବିବାହ,…
Read More...

ବିକ୍ଷୋଭ ପୂର୍ବରୁ ସିଜେପି ନେତା ଅଭିଜିତ ଦିପକେ ଅଟକ

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ର ପ୍ରତିଷ୍ଠାତା ଅଭିଜିତ ଦିପକେଙ୍କ ସମେତ ଦଳର ପ୍ରମୁଖ ନେତା ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ଶନିବାର ସକାଳେ ଦିଲ୍ଲୀ ବିମାନବନ୍ଦରରେ ଅଟକ ରଖାଯାଇଛି। ଦିଲ୍ଲୀର ଜନ୍ତରମନ୍ତର ଠାରେ ଆୟୋଜିତ ହେବାକୁ ଥିବା ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନରେ…
Read More...

ପରାଜୟ ପରେ ଏମିତି କହିଲେ ଗମ୍ଭୀର, ମୟଙ୍କଙ୍କୁ କଲେ ପ୍ରଶଂସା

ରାଞ୍ଚି- ଶୁକ୍ରବାର ଦିନ ରାଞ୍ଚିରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯାଇଥିଲା। ଭାରତର ବ୍ୟାଟିଂ ସମୟରେ, ଶିବମ୍ ଦୁବେଙ୍କୁ ଶ୍ରେୟସ ଆୟରଙ୍କ ପୂର୍ବରୁ ପଠାଯାଇଥିଲା। ଏହି ନିଷ୍ପତ୍ତି ପାଇଁ ଗୌତମ ଗମ୍ଭୀରଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ…
Read More...

ଝଡବର୍ଷା ସମ୍ଭାବନା, ଜାରି ହେଲା ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଘୂର୍ଣ୍ଣିବଳୟଟି ୧୧ ତାରିଖ ବେଳକୁ ଆଣ୍ଡାମାନ…
Read More...

କୋହଲିଙ୍କ ବିଷୟରେ ବଡ କଥା କହିଥିଲେ ଅଭିଷେକ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର ଯୁବ ତାରକା ଅଭିଷେକ ଶର୍ମା ନିଜ ବିସ୍ଫୋରକ ବ୍ୟାଟିଂ ପାଇଁ ବେଶ ପରିଚିତ। ଛକା ଓ ଚୌକା ବର୍ଷା କରିବାରେ ମାହିର ଏହି ବାମହାତୀ ଓପନର ଏବେ ଭାରତୀୟ ଦଳର ଜଣେ ପ୍ରମୁଖ ଆକର୍ଷଣ। ଭାରତୀୟ କ୍ରିକେଟ୍‌ରୁ ମହାନ ଖେଳାଳିଙ୍କଠାରୁ ଗୋଟିଏ ସ୍କିଲ ନେବାର ସୁଯୋଗ…
Read More...

ବଢ଼ିଲା ସବୁ ବର୍ଗ ଶ୍ରମିକଙ୍କ ଦୈନିକ ମଜୁରି

ଭୁବନେଶ୍ୱର: ପୂଜା ପୂର୍ବରୁ ରାଜ୍ୟ ସରକାର ଶ୍ରମିକଙ୍କୁ ଖୁସି ଖବର ଦେଇନ୍ତି । ଦୈନିକ ଭତ୍ତା ବା ମଜୁରୀ ୬ ଟଙ୍କା ବୃଦ୍ଧି କରିଛନ୍ତି । ଏନେଇ ଶ୍ରମ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଣକୁଶଳୀ ଶ୍ରମିକ ୪୭୮ ଟଙ୍କା, ଅର୍ଦ୍ଧକୁଶଳୀ ଶ୍ରମିକ ୫୨୮ ଟଙ୍କା,କୁଶଳୀ ଶ୍ରମିକ ୫୭୮ ଟଙ୍କା…
Read More...

ଶସ୍ତା ହେବ କ୍ୟାନସର ଔଷଧ

ନୂଆଦିଲ୍ଲୀ : କ୍ୟାନସର ରୋଗୀଙ୍କୁ ମହଙ୍ଗା ଔଷଧରୁ ଆଶ୍ୱସ୍ତି ଦେବାକୁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ସମସ୍ତ ନନ୍-ସିଡ୍ୟୁଲ୍ଡ (ଅଣ-ଅନୁସୂଚିତ) କ୍ୟାନସର ଔଷଧ ଉପରେ ବ୍ୟବସାୟିକ ଲାଭ (ଟ୍ରେଡ ମାର୍ଜିନ୍ ) ୩୦% ଭିତରେ ସୀମିତ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଫଳରେ…
Read More...