ଟେକ୍ନୋ ଗୁରୁକୁଳ ଇଂରାଜୀ ମିଡ଼ିଅମ ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀକୁ ଉଦଘାଟନ କଲେ ବିଧାୟକ

ନବରଙ୍ଗପୁର: ନବରଙ୍ଗପୁର ସହର ଚଉଁରିଆଗୁଡ଼ା ଠାରେ ଥିବା ଇଂରାଜୀ ମିଡ଼ିଅମ ସ୍କୁଲ "ଟେକନୋ ଗୁରୁକୁଳ' ସ୍କୁଲରେ ଏକ ବିଜ୍ଞାନ ପ୍ରଦର୍ଶନୀର ଉଦଘାଟନ କରିଛନ୍ତି ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧନି । ପୂର୍ବାହ୍ନ ସାଢେ଼ ନଅଟା ସମୟରେ ବିଧାୟକ ସଦାଶିବ ପ୍ରଧନି ମହୋଦୟ ସ୍କୁଲ ପହଞ୍ଚି ଲାଲ ରିବନ…
Read More...

ଆପୋଲୋ କ୍ୟାନସର ସେଣ୍ଟରରେ ଷ୍ଟେରିଓଟାକ୍ଟିକ୍‌ ରାଡିଓ ସର୍ଜରୀ ଉପରେ କର୍ମଶାଳା

ଭୁବନେଶ୍ୱର : ଆପୋଲୋ କ୍ୟାନସର ସେଣ୍ଟରରେ ଷ୍ଟେରିଓଟାକ୍ଟିକ୍‌ ରାଡିଓ ସର୍ଜରୀ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏହି କର୍ମଶାଳା ଅଂଶଗ୍ରହଣକାରୀମାନଙ୍କୁ ଏସଆରଏସ/ଏସ୍‌ବିଆର୍‌ଟି ସହ ସମ୍ବନ୍ଧିତ ଉପଯୁକ୍ତ କ୍ଲିନିକାଲ ସୁବିଧା ଏବଂ ଜଟିଳତା ବୁଝିବାରେ ସାହାଯ୍ୟ କରିଛି । ଏହା ଏକ…
Read More...

ମହାନଗର ଓ ଗ୍ରାମୀଣ ଅଞ୍ଚଳରେ ବିଶ୍ୱ ନିମୋନିଆ ଦିବସ ପାଳିତ

ସମ୍ବଲପୁର:ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଗୋବିନ୍ଦତୋଲା ଓ ତବଡା ଗ୍ରାମରେ ବିଶ୍ୱ ନିମୋନିଆ ଦିବସକୁ ନେଇ ଜନ ସଚେତନତା ରାଲି ଓ ସଭା କରାଯାଇଥିଲା । ସେଠାରେ ଆଶା ଦିଦି କୁନି ହାତୀଙ୍କ ନେତୃତ୍ୱରେ ପ୍ରତିଭା ମହିଳା ଆରୋଗ୍ୟ ସମିତିର ସଦସ୍ୟା ମାନଙ୍କୁ ନେଇ ଓ କୁଦଗୁଣ୍ଡେରପୁର ସବ ସେଣ୍ଟର…
Read More...

ମାନବିକତା ଦେଖାଇଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଚନ୍ଦ୍ରଗିରୀ ନିକଟରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ପଡିରହିଥିବା ବାପା ଝିଅଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଚନ୍ଦ୍ରଗିରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ସେମାନଙ୍କର ଚିକିତ୍ସା କରାଇ ମାନବିକତା ଦେଖାଇଲେ ଗଜପତି…
Read More...

ଆସନ୍ତାକାଲିଠାରୁ କଳାବ୍ୟାଜ୍‌ ପିନ୍ଧିବେ ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ସଦର ମହକୁମା ସ୍ଥିତ ମୋହନ ଦାସ କରମଚାନ୍ଦ ସଂସ୍କୃତିକ ପରିଷଦ କକ୍ଷରେ କନ୍ଧମାଳ ଜିଲ୍ଲାର ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଂଘର ସଭାପତି ପୂର୍ଣ୍ଣ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ବ୍ଲକ ସାଙ୍ଗଠନିକ ସମ୍ପାଦକ ଓ ଜିଲ୍ଲା କର୍ମକର୍ତ୍ତାଙ୍କ ମଧ୍ୟରେ…
Read More...

କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ତରଫରୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର :ନବରଙ୍ଗପୁର ଜିଲ୍ଲା କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘ ତରଫରୁ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକା ଉଦ୍ଦେଶ୍ୟରେ ନବରଙ୍ଗପୁର ମାନିଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାନ କିଶୋର ନାୟକଙ୍କୁ ଗ୍ରାମବାସୀ ଏବଂ ଆତ୍ମହତ୍ୟା କରିଥିବା ଛାତ୍ରଙ୍କ ସମ୍ପର୍କୀୟମାନେ ମାଡ଼…
Read More...

ଲୋଚାପଡାରେ ଅତ୍ୟାଧୁନିକ ଦନ୍ତ ଚିକିତ୍ସାଳୟ ଉଦଘାଟିତ

ଗଞ୍ଜାମ:ବ୍ରହ୍ମପୁର ଉପକଣ୍ଠ ଲୋଚାପଡା ଠାରେ ଏସପି ଡେଣ୍ଟାଲ୍‌ କେୟାର୍‌ ନାମକ ଏକ ଅତ୍ୟାଧୁନିକ ଦନ୍ତ ଚିକିତ୍ସାଳୟ ସ୍ଥାନୀୟ ଅଞ୍ଚଳବାସୀଙ୍କ ହିତ ନିମନ୍ତେ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଏମ.କେ.ସି.ଜି ମେଡ଼ିକାଲ କଲେଜର ଡେଣ୍ଟାଲ୍‌ ବିଭାଗର ପ୍ରଫେସର ଡ଼ଃ କିରଣ କୁମାର…
Read More...

 ଦୁର୍ଘଟଣାରେ ୨ ଶ୍ରମିକ ମୃତ

ରାଇରଙ୍ଗପୁର:ମୟୁରଭଂଜ ଜିଲ୍ଲାର ବାମାନଘାଟି ଉପଖଣ୍ଡ ଜାମଦା ଥାନା କାହ୍ନୁ ନଦୀ ସନ୍ନିକଟ ଲଖି ପୋଷି ଗ୍ରାମ ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ରାଇରଙ୍ଗପୁରରୁ କାମ କରି ଫେରୁଥିବା ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି।  ଜାମଦା ଥାନା ମହିସକୁଦର ଗ୍ରାମର ସେକର ପୂର୍ତ୍ତି ର ପୁତ୍ର ରେଙ୍ଗ…
Read More...

ହରିଶଙ୍କରଠାରେ ଗ୍ରାମ ରୋଜଗାର ସେବକ ସଂଘର ବୈଠକ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ୍‌ ହରିଶଙ୍କରଠାରେ ଗ୍ରାମ ରୋଜଗାର ସେବକ ସଂଘର ବୈଠକ ବ୍ଲକ୍‌ ସଭାପତି ମୃତ୍ୟୁଞ୍ଜୟ ନନ୍ଦଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗ୍ରାମ ରୋଜଗାର ସେବକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେବା ସହ ସରକାର ଠିକାରେ ନିଯୁକ୍ତ କର୍ମଚାରୀଙ୍କୁ…
Read More...

ଟିକାବାଲି ଏଏମସିଏସ ମହାବିଦ୍ୟାଳୟ ପରିଦର୍ଶନ କଲେ ସ୍ୱତନ୍ତ୍ର ସଚିବ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏଏମସିଏସ ମହାବିଦ୍ୟାଳୟ ଟିକାବାଲିକୁ ଉଚ୍ଚ ଶିକ୍ଷା ବିଭାଗରୁ ତରଫରୁ ସ୍ୱତନ୍ତ୍ର ସଚିବ ଆଜି ପରିଦର୍ଶନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଏବଂ ପ୍ରଫେସର ଆଧ୍ୟାପକ ବନମାଳୀ ବେହେରା, ସମସ୍ତ ଆଧ୍ୟାପକ ସ୍ୱତନ୍ତ୍ର ସଚିବଙ୍କୁ…
Read More...