ପଦ୍ମପୁର ଉପନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ନେଇ ପ୍ରାର୍ଥୀ ଘୋଷଣା କଲା ବିଜେପି । ପ୍ରଦୀପ ପୁରୋହିତଙ୍କ ନାଁରେ ମୋହର ମାରିଛି ଦଳ । ଏନେଇ ବିଜେପି ବିଦ୍ଧିବଦ୍ଧ ଭାବେ ଘୋଷଣା କରିଛି । ତେବେ ଆସନ୍ତା ୧୪ ତାରିଖରେ ନାମାଙ୍କନ ଦାଖଲ କରିବେ ପ୍ରଦୀପ । ପ୍ରଦୀପ ପୁରୋହୀତ ପ୍ରାର୍ଥୀ ହୋଇଥିବା ନେଇ କୁସୁମ…
Read More...

ସରକାରୀ ଆଶ୍ରମ ବିଦ୍ୟାଳୟରେ ରାଗିଂ, ଭିଡିଓ ଭାଇରାଲ

ବାଲିଗୁଡ଼ା: କନ୍ଧମାଳକୁ ବ୍ୟାପିଲା ରାଗିଂ । ସରକାରୀ ଆଶ୍ରମ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଦଶମ ଶ୍ରେଣୀ ଛାତ୍ର ମାଡ଼ ମାରୁଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ ଆଜି ବିଦ୍ୟାଳୟ ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି । ଏଭଳି…
Read More...

ବରଗଡ଼ ଧନୁଯାତ୍ରା: ଏଥର କଂସ ହୃଷିକେଶ

ବରଗଡ଼ : ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ମୁକ୍ତକାଶ ମଞ୍ଚରେ ପରିବେଶିତ ବରଗଡ଼ ଧନୁ ଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ହୃଷିକେଶ ଭୋଇ । ଗତକାଲି ବିଳମ୍ବିତ ରାତିରେ କଂସ ଭୂମିକା ପାଇଁ ହୃଷିକେଶଙ୍କ ନାଁରେ ମୋହର ମାରିଛନ୍ତି ଚୟନ କମିଟି ସଭାପତି ବରଗଡ ଏଡିଏମ ମିର୍ଦ୍ଧା ଟପୋ।ଧନୁ ଯାତ୍ରା…
Read More...

ନିଜେ ପଢ଼ିଥିବା ସ୍କୁଲରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ରାଜଧାନୀର ଦୁଇଟି ବିଦ୍ୟାଳୟରେ କିଛି ସମୟ ବିତାଇଛନ୍ତି। ପ୍ରଥମେ ସେ ଖଣ୍ଡଗିରିସ୍ଥିତ ତପୋବନ ଉଚ୍ଚ ବିଦ୍ୟାଳୟକୁ ଗସ୍ତ କରିଥିଲେ। ସେଠାରେ ପ୍ରାୟ ୧୫ ମିନିଟ୍ ଧରି ରହିବା ପରେ ସେଠାରେ ଥିବା ଏକ ହଲରେ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ।…
Read More...

ଏସଆଇଟି ସ୍କାନରରେ ଅର୍ଚ୍ଚନା ନାଗ

ଭୁବନେଶ୍ୱର: ଲେଡି ବ୍ଲାକମେକର ଅର୍ଚ୍ଚନା ନାଗଙ୍କ କଳା କାରନାମାର ଗୁମର ଫିଟାଇବାକୁ ଇଡି ଏବେ ତନାଘନା ଚଳାଇଛି। ଏପରି ସମୟରେ ଏସଆଇଟି ସ୍କାନରକୁ ଚାଲି ଆସିଛନ୍ତି ଅର୍ଚ୍ଚନା ନାଗ । ନାଗଙ୍କ ବେଆଇନ୍ ଅର୍ଥ କାରବାର ମାମଲାର ରିପୋର୍ଟ ଇଡିକୁ ମାଗିଛି ଏସ୍ଆଇଟି । ଆସନ୍ତା ୧୩ ତାରିଖରେ…
Read More...

ପୋଲିସ ଉଚ୍ଚ ବିଦ୍ୟାଳୟରେ ମାଣ୍ଡିଆ ଦିବସ ପାଳିତ

ଫୁଲବାଣୀ : ସାରା ରାଜ୍ୟରେ ପ୍ରଥମଥର ପାଇଁ ମାଣ୍ଡିଆ ଦିବସ ପାଳନ କରାଯାଉଛି । ମାଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ମିଲେଟ ମିଶନ ଆରମ୍ଭ କରାଯାଇଥିଲା ।ମାର୍ଗଶିର ମାସର ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ଭାବେ ସରକାର ଘୋଷଣା କରିଥିବା ବେଳେ ଏହି ଅବସରରେ ଆଜି…
Read More...

ଘୁଚାପାଲି ଓ ନାନ୍ଦୁପଲାରେ ସିଆରପିଏଫର ଜନ ସଂପର୍କ ଶିବିର : ଲୋକଙ୍କୁ ବାଣ୍ଟିଲେ ପାଣି ଡ୍ରାମ୍‌

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ଠାରେ ସିଆରପିଏଫ୍‌ ୧୮୯ ବାଟାଲିୟନ୍‌ ତରଫରୁ ଜନସଂପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୁଖ୍ୟ ଅତିଥି ରୂପେ କମାଣ୍ଡେଣ୍ଟ ପବନ କୁମାର ତିୱରି, ସମ୍ମାନିତ ଅତିଥି ରୂପେ ନାନ୍ଦୁପଲା ସରପଞ୍ଚ ନିଲେନ୍ଦ୍ରି ପୁଝାରୀ, ଭାନପୁର…
Read More...

ନନ୍ଦାହାଣ୍ଡି ବ୍ଲକରେ ବୁଲିଲା ଭୋଟର ସଚେତନତା ରଥ

ନନ୍ଦାହାଣ୍ଡି : ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ଦ୍ୱାରା ଭୋଟରମାନଙ୍କୁ ଭୋଟର କାର୍ଡ ସହ ଆଧାର କାର୍ଡକୁ ସଂଯୋଗ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ନିର୍ଦ୍ଦେଶ କ୍ରମେ ନନ୍ଦାହାଣ୍ଡି ବ୍ଲକରେ ଏକ ସଚେତନ ରଥ ଆଜି ବାହାରିଛି । ଏହି ରଥ ସମସ୍ତ ୧୧ ଗୋଟି ପଞ୍ଚାୟତରେ ଡ଼ାକବାଜି…
Read More...

ଦଶପଲ୍ଲା ମହିଳା ମହାବିଦ୍ୟାଳୟଠାରେ ସ୍ୱାବଲମ୍ବୀ ଭାରତ ଅଭିଯାନ କାର୍ଯ୍ୟକ୍ରମ

ଦଶପଲ୍ଲା : ଦଶପଲ୍ଲା ସ୍ଥିତ କୃଷ୍ଣପ୍ରିୟା ଦେବୀ ମହିଳା ମହାବିଦ୍ୟାଳୟ ଠାରେ ସ୍ୱାବଲମ୍ବୀ ଭାରତ ଅଭିଯାନ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପ୍ରିୟା ସାହୁ ମୋହଦୟା ( ଓଡ଼ିଶା ପ୍ରାନ୍ତ ପ୍ରମୁଖ) ଯୋଗଦେଇଥିବା ବେଳେସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳର…
Read More...

ମିଳିତ ଶିକ୍ଷକ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଘୁ ଉଦୟଗିରି :ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ପ୍ରାଥମିକ ବିଦ୍ୟାଳୟ ଠାରେ ମିଳିତ ଶିକ୍ଷକ ସଂଘ ଟିକାବାଲି ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିକ୍ଷାର୍ଥୀ ମାନଙ୍କୁ ନେଇ ଚିତ୍ରାଙ୍କନ, ରଚନା ତଥା ବକ୍ରୃତା ପ୍ରତିଯୋଗିତା କରାଯାଇଥିଲା…
Read More...