ଆପୋଲୋ କ୍ୟାନସର ସେଣ୍ଟରରେ ଷ୍ଟେରିଓଟାକ୍ଟିକ୍ ରାଡିଓ ସର୍ଜରୀ ଉପରେ କର୍ମଶାଳା
ଭୁବନେଶ୍ୱର : ଆପୋଲୋ କ୍ୟାନସର ସେଣ୍ଟରରେ ଷ୍ଟେରିଓଟାକ୍ଟିକ୍ ରାଡିଓ ସର୍ଜରୀ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏହି କର୍ମଶାଳା ଅଂଶଗ୍ରହଣକାରୀମାନଙ୍କୁ ଏସଆରଏସ/ଏସ୍ବିଆର୍ଟି ସହ ସମ୍ବନ୍ଧିତ ଉପଯୁକ୍ତ କ୍ଲିନିକାଲ ସୁବିଧା ଏବଂ ଜଟିଳତା ବୁଝିବାରେ ସାହାଯ୍ୟ କରିଛି । ଏହା ଏକ!-->…
Read More...
Read More...