ଜନଜାତିଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ସହ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ସମାଜ ଗଠନ କରିବା ଆମ ପ୍ରତିବଦ୍ଧତା –…
ଭୁବନେଶ୍ୱର: 'ଜାତୀୟ ଶିକ୍ଷା ନୀତି - ୨୦୨୦' ସାମାଜିକ ନ୍ୟାୟ ଦିଗରେ କାର୍ଯ୍ୟ କରିବା ସହିତ ଜନଜାତି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଏକ ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ସମାଜ ଗଠନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର!-->…
Read More...
Read More...