ମନ୍ତ୍ରୀ ସମୀର ଦାଶଙ୍କ ଗିରଫ ଓ ଇସ୍ତଫା ଦାବି
ପୁରୀ : ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଅଡିଓ କ୍ଲିପ୍ ଭାଇରାଲ ପରେ ମନ୍ତ୍ରୀ ସମୀର ଦାଶଙ୍କ ଗିରଫ ଓ ଇସ୍ତଫା ଦାବି କରିଛି ନିମାପଡା ବିଜେପି । ଏହାର ପ୍ରତିବାଦରେ ନିମାପଡା ବିଜେପି ପକ୍ଷରୁ ନିମାପଡାର ଜୟଶ୍ରୀ ଛକରେ ବିକ୍ଷୋଭ ଓ ପ୍ରତିବାଦ କରଯାଇଛି । ମନ୍ତ୍ରୀ ସମୀର ଦାଶଙ୍କ କୁଶ!-->…
Read More...
Read More...