ଆର ଉଦୟଗିରି ବ୍ଳକର ଛେଳିଗଡ଼ଠାରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଳକର ଛେଳିଗଡ଼ ଠାରେ ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ଜନସମ୍ପର୍କ ପଦଯାତ୍ରା ହୋଇଯାଇଛି । ପଦଯାତ୍ରା ପରେ ଏକ ସାଧାରଣ ସଭା କରାଯାଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ତୃଣମୂଳ…
Read More...

ହାଇକୋର୍ଟ ବେଞ୍ଚ ପୁନଃ ସ୍ଥାପନ ଦାବିରେ ବଲାଙ୍ଗୀର ବନ୍ଦ, ଧାରଣାରେ ଯୋଗଦେଲେ ବିଧାୟକ ମୁକେଶ ମହାଲିଙ୍ଗ

ବଲାଙ୍ଗୀର : ହାଇକୋର୍ଟ ବେଞ୍ଚ ପୁନଃ ସ୍ଥାପନ ଦାବୀରେ ବଲାଙ୍ଗୀର ଏକ୍ସନ କମିଟୀ ଡାକରାରେ ଓ ଜିଲ୍ଲା ଓକିଲ ସଂଘର ସମର୍ଥନରେ ଆଜି ବ୍ୟାଙ୍କ, ବୀମା, ପୋଷ୍ଟ ଅଫିସ, କୋର୍ଟ କଚେରୀ ସମେତ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିଥିଲା । ଏକ୍ସନ କମିଟୀର ବିନୋଦ କାଲସାଏ, ଗୋବିନ୍ଦ ଶତପଥୀ, ପ୍ରମୋଦ ସାହୁ ଓ…
Read More...

ଦୁର୍ନୀତି ନିବାରଣ ଅଦାଲତର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବିପତ୍ର

ନବରଙ୍ଗପୁର :- ଜିଲ୍ଲାବାସୀଙ୍କ ସମୂହ ସ୍ୱାର୍ଥ ପାଇଁ ଆଦିବାସୀ ହରିଜନ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ଦୁର୍ନୀତି ନିବାରଣ ଅଦାଲତର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଜିଲ୍ଲା ଓକିଲ ସଂଘ ସଭାପତି ନରସିଂହ…
Read More...

ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେର୍ଶ କ୍ରମେ ପୁରୀ ଜିଲ୍ଲା ସଦର ରେଞ୍ଜ ନିରୀକ୍ଷିକା ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ନିମାପଡ଼ା ଥାନା ଅଧୀନ ତୁଳସୀପୁର ଛକରୁ କୁସୁମଠେଙ୍ଗକୁ ପଡ଼ିଥିବା ରାସ୍ତାରେ ଥିବା ଜୟଦୁର୍ଗା କଲ୍ୟାଣ ମଣ୍ଡପ ନିକଟରେ…
Read More...

ହବିଷ୍ୟାଳୀ ମା’ମାନଙ୍କୁ କମ୍ବଳ ବଣ୍ଟନ

ପୁରୀ : ହବିଷ୍ୟାଳୀ ମା'ମାନଙ୍କୁ ଓଡିଶା ମୋ ପରିବାର ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଛି । ଆଜି ଅପରାହ୍ନରେ ବୃନ୍ଦାବତୀ ନିବାସ ଠାରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସ୍ୱପ୍ନାରାଣୀ ସ୍ୱାଇଁ ହବିଷ୍ୟାଳୀ ମା…
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କେନ୍ଦ୍ରାପଡାର ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଦ୍‌ଘାଟିତ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡା ଜିଲ୍ଲାର ନୂଆ ମୁଖ୍ୟ ଚିକିତ୍ସାଳୟ କମ୍ପ୍ଲେକ୍‌ସର ଉଦ୍‌ଘାଟନ କରିଛନ୍ତି।ଏହି ନୂତନ ଚିକିତ୍ସାଳୟ କମ୍ପ୍ଲେକ୍‌ସରେ ୨୦୦ଟି ଶଯ୍ୟା ଥିବାବେଳେ ଅତ୍ୟାଧୁନିକ OPD Unit, Casuality ଓ Trauma Care, 5 ଶଯ୍ୟା ବିଶିଷ୍ଟ Trauma…
Read More...

ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ସହ ଅଟୋ ଜବତ, ଜଣେ ଗିରଫ

ଘୁ.ଉଦୟଗିରି: ଆଜି ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ଛକରେ ସ୍ଥାନୀୟ ଅବକାରୀ ଓଆଇସି ଭବାନୀ ଶଙ୍କର ସେଠୀଙ୍କ ନେତୃତ୍ୱରେ ଏକ ଟିମ ପେଟ୍ରୋଲିଂ ଚାଲିଥିବା ବେଳେ ରାଇକିଆଠାରୁ ଭଞ୍ଜନଗର ଯାଉଥିବା ଓଡି ୩୩ ଇଇ ୩୭୩୮ ନମ୍ବର ଏକ ଅଟୋକୁ ସନ୍ଦେହରେ ଯାଞ୍ଚ କରିବା ସମୟରେ ଅଟୋରୁ ୫କେଜି ଗଞ୍ଜେଇ…
Read More...

ନବନିର୍ମିତ ଫ୍ଲାଇଓଭରରେ ନିର୍ମାଣ ତ୍ରୁଟି ଯୋଗୁଁ ଦୁର୍ଘଟଣାର ଆଶଙ୍କା

ସମ୍ବଲପୁର: ଦୀର୍ଘ ପ୍ରତୀକ୍ଷା ପରେ ଆଗାମୀକାଲି ଶୁକ୍ରବାର ଦିନ ନବନିର୍ମିତ ଫ୍ଲାଇଓଭର ଉଦଘାଟନ ସହିତ ଲୋକାର୍ପିତ ହେବାକୁ ଯାଉଛି । ଏହି ପ୍ଲାଇଓଭରରେ କିଛି ନିର୍ମାଣ ତ୍ରୁଟି ଯୋଗୁଁ ଦୁର୍ଘଟଣାର ଆଶଙ୍କା କରାଯାଉଛି । ସାଧାରଣତଃ ଏପରି ବିଶାଳ କଂକ୍ରିଟ ସଂରଚନାର ନିର୍ମାଣ ବିଭିନ୍ନ…
Read More...

ପିସ୍ତଲ ଦେଖାଇ ପରିବା ବେପାରୀଙ୍କଠାରୁ ବାଇକ୍‌ ଲୁଟ୍‌

ପାଟଣାଗଡ : ପାଟଣାଗଡ଼ ଥାନା ଯୋଗିମୁଣ୍ଡା ଗ୍ରାମର ଜଣେ ପରିବା ବେପାରଙ୍କୁ ଏକ ନକଲି ପିସ୍ତଲ ଦେଖାଇ ଦୁର୍ବୃତ୍ତ ମାନେ ତାଙ୍କ ବାଇକ ଲୁଟି ନେଇଥିବା ନେଇ ଗୋପ ପୁଟେଲ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ତାଙ୍କ ଅଭିଯୋଗ ଅନୁସାରେ ପ୍ରତିଦିନ ଭଳି ଗୁରୁବାର ଭୋର ୪ଟାରୁ ଗୋପ କିଛି…
Read More...

ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ବେଆଇନ ମଦ କାରବାର, ଅବକାରୀ ବିଭାଗ ସାଜିଛି ନିଦାବିଷ୍ଣୁ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ବେଆଇନ ମଦ କାରବାର ଦିଆକୁ ଦିନ ବଢିବାରେ ଲାଗିଥିବା ଅଭିଯୋଗ ହେଉଛି । ଅବକାରୀ ବିଭାଗ ଜାଣି ଶୁଣି ନୀରବ ରହୁଥିବା ଜଣାପଡ଼ିଛି । ଅଭିଯୋଗ ମତେ କେଉଁଠି ରନ୍ଧା ମଦ ପିଇ ଲୋକଙ୍କ ଜୀବନ ହାନି ହେଉଛି ତ କେଉଁଠି ଖୁଦ ଲାଇସେନ୍ସ ପ୍ରାପ୍ତ…
Read More...