ମୋକିମଙ୍କୁ ଆଶ୍ୱସ୍ତି, ବଜାୟ ରହିଲା ବିଧାୟକ ପଦ

ଭୁବନେଶ୍ୱର: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ଆଶ୍ୱସ୍ତି ମିଳିଛି । ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି । ରହିତାଦେଶ ପରେ ମୋକିମଙ୍କ ବିଧାୟକ ପଦ ବଜାୟ ରହିଛି । ତେବେ ଆସନ୍ତା ଫେବ୍ରୁଆରୀ ୨୨ତାରିଖରେ ଏହି ମାମଲାର…
Read More...

କୃଷକ କାର୍ଡ କରିବାକୁ ଯାଇ ସ୍ତ୍ରୀ ଫେରାର, ଥାନାରେ ଅଭିଯୋଗ କଲେ ସ୍ୱାମୀ

ହରଭଙ୍ଗା: ଘରେ ବଢିଲା ତିନି ତିନିଟା ପୁଅ, ସ୍ୱାମୀ,ଶଶୁର, ପରିବାର ଛାଡି ଜଣେ ସ୍ତ୍ରୀ ଘର ଛାଡି ଚାଲିଯିବା ଘଟଣା ଅଂଚଳ ରେ ଚର୍ଚ୍ଚାର ବିଷୟ ହୋଇଛି । ଏନେଇ ନିଖୋଜ ସ୍ତ୍ରୀର ସ୍ୱାମୀ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା…
Read More...

ସ୍ପଷ୍ଟ ଦିବାଲୋକରେ ସୁନା ଅଳଙ୍କାର ଲୁଟ୍‌

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ପାଣ୍ଡେରିପଡ଼ା ପଞ୍ଚାୟତ ଦେଓଗାଁ ଗ୍ରାମରେ ଦିନ ଦ୍ୱିପହରେ ହୋଇଛି ଏକ ଲୁଟ୍‌ । ପତଞ୍ଜଳୀ କମ୍ପାନୀର ପ୍ରଚାର କରିବାକୁ ଆସି ଦୁଇଯୁବକ ପ୍ରାୟ ଅଢେଇ ଲକ୍ଷ ଟଙ୍କାର ସୁନାଅଳଙ୍କାର ଲୁଟି ନେଇଥିବା ଓଡ଼ଗାଁ ଥାନାରେ ଅଭିଯୋଗ ହୋଇଛି । ସୂଚନା…
Read More...

ବ୍ରାଉନସୁଗାର ଜବତ, ଜଣେ ଗିରଫ

ପୁରୀ : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ସାତପଡ଼ା ଅବକାରୀ ଥାନା ଅଧିକାରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ଏକ ଟିମ ବ୍ରହ୍ମଗିରୀ ଥାନା ଅଧୀନ ବିଜିପୁର ଛକରେ ଚଢ଼ାଉକରୀ ଜଣେ ଅସମୀଙ୍କୁ ବେଆଇନ ଚୋରା ବ୍ରାଉନ ସୁଗାର ବିକ୍ରି କରିବା ଅଭିଯୋଗରେ ଗିରଫ କରିଛନ୍ତି…
Read More...

ସରପଞ୍ଚ ମାନଙ୍କ ଦକ୍ଷତା ବିକାଶ ପାଇଁ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର

ଜହ୍ନାପଙ୍କ,୧୮/୧୦: ବୌଦ୍ଧ ବ୍ଳକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାଇସିଡିଏ କାର୍ଯ୍ୟାଳୟ ସଭାଗୃହରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଆନୁକୁଲ୍ୟରେ ବୌଦ୍ଧ ଜିଲ୍ଲାର ବାଉଶୁଣିଠାରେ ସରପଞ୍ଚଙ୍କ ଦକ୍ଷତା ବିକାଶ ତାଲିମ ଶିବିର ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ମଙ୍ଗଳ…
Read More...

ବଡଚଣା ଶିଶୁବିକାଶ ଯୋଜନା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଅଙ୍ଗନୱାଡି କର୍ମୀ

ଚଣ୍ଡିଖୋଲ: ବଡଚଣା ବ୍ଲକ ସମନ୍ୱିତ ଶିଶୁ ଯୋଜନା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଶତାଧିକ ଅଙ୍ଗନୱାଡି କର୍ମୀ । ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ପାଇଁ ଚଳିତ ମାସ ଦଶ ତାରିଖ ସୁଦ୍ଧା ରନ୍ଧନ ଗ୍ୟାସ କ୍ରୟ କରିବାକୁ କୁହା ଯାଇଥିଲା ।ଏଥି ନିମନ୍ତେ…
Read More...

ଖପ୍ରାଖୋଲରେ ଜଳ ପରିଚାଳନା ସମ୍ପର୍କିତ ତାଲିମ ଶିବିର

ଖପ୍ରାଖୋଲ : ସ୍ଥାନୀୟ ବ୍ଲକ୍‌ କୃଷି କାର୍ଯ୍ୟାଳୟ ତାଲିମ ଗୃହ ଠାରେ ଏଫ୍‌ଇଏସ , ଭୁବନେଶ୍ୱର ଓ କୃଷି ବିଭାଗର ମିଳିତ ଆନୁକୁଲ୍ୟରେ ଜଳ ପରିଚାଳନା ସମ୍ପର୍କିତ ତାଲିମ ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ତାଲିମ ଶିବିରକୁ ବ୍ଲକ୍‌ କୃଷି ଅଧିକାରୀ ଡମ୍ବରୁଧର ମେହେର ଆନୁଷ୍ଠାନିକ ଭାବେ…
Read More...

ଜିଲ୍ଲା ସ୍ୱାସ୍ଥ୍ୟ ସମିତି କନ୍ଧମାଳର କାର୍ଯ୍ୟକାରୀ ସମିତି ବୈଠକ

ଫୁଲବାଣୀ : ଫୁଲବାଣୀ ଜିଲ୍ଲାପାଳ କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି କନ୍ଧମାଳର କାର୍ଯ୍ୟ କାରୀ ସମିତି ବୈଠକ ଜିଲ୍ଲାପାଳ ପାଟିଲ ଆଶିଷ ଇଶ୍ୱର ( ଭା. ପ୍ର. ସେ. )ଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ସ୍ୱାସ୍ଥ୍ୟ ବିଭାଗର…
Read More...

ହବିଷ୍ୟାଳିଙ୍କ ପାଇଁ ଖୋଲିଲା ୨୪ଘଣ୍ଟିଆ ଆଶୁ ଚିକିତ୍ସା କେନ୍ଦ୍ର

ପୁରୀ : ପୁରୀରେ ସରକାରଙ୍କ ଦ୍ୱାରା ଥିବା ହବିଷ୍ୟାଳି ଶିବିରରେ ୩ ହଜାର ହବିଷ୍ୟାଳି ରହୁଛନ୍ତି । ତେବେ ହବିଷ୍ୟାଳିମାନେ ବୟସ୍କ ହେତୁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ରଖିବା, ଏବଂ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ୨୪ ଘଣ୍ଟିଆ ଆଶୁ ଚିକିତ୍ସା କେନ୍ଦ୍ର ଖୋଲା ଯାଇଛି । ଏ ପର୍ଯ୍ୟନ୍ତ…
Read More...

ପଥର ବ୍ଲାଷ୍ଟିଂ ପ୍ରତିବାଦରେ ଜନ ଆନ୍ଦୋଳନ

ଦଶପଲ୍ଲା : ଦଶପଲ୍ଲା ବ୍ଳକ ଅନ୍ତର୍ଗତ ତେଣ୍ଡାବାଡି ପଞ୍ଚାୟତର ପୋଇବାଡି ନିକଟସ୍ଥ ମଳିକ ପାହାଡରୁ ବ୍ଲାଷ୍ଟିଂ ବନ୍ଦ ଦାବିରେ ଆଜି ଦଶପଲ୍ଲାରେ ଜନ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ପୋଇବାଡି, ନୂଆସାହି ଓ ପଙ୍କାଳସାହିର ଜନସାଧାରଣ ତ୍ରିନାଥ ବଜାର ସ୍ଥିତ ମେଳିଆ ତୋଟା ଠାରୁ ଶୋଭାଯାତ୍ରାରେ…
Read More...