ଟି-୨୦ ବିଶ୍ଵ କପ୍ରୁ ବାଦ୍ ପଡିଲେ ବୁମରା
ନୂଆଦିଲ୍ଲୀ: ବୁମରା ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ଵ କପ୍ରୁ ବାଦ୍ ପଡିଛନ୍ତି। ସୋମବାର ବିସିସିଆଇ ଟୁଇଟ୍ ଜରିଆରେ ଆନୁଷ୍ଠାନିକ ଭାବେ ଏହାର ସୂଚନା ଦେଇଛି। ଫଳରେ ଭାରତର ବିଶ୍ଵ କପ୍ ଅଭିଯାନକୁ ଜୋରଦାର ଝଟକା ଲାଗିଛି।
ଡାକ୍ତରୀ ଦଳଙ୍କ ରିପୋର୍ଟ ଆଧାରରେ!-->!-->!-->…
Read More...
Read More...