ପଞ୍ଚାୟତରେ ତାଲା ପକାଇ ଧାରଣାରେ ବସିଲେ ଶ୍ରମିକ : ଏମଜିଏନଆରଇଜିଏସ ଅର୍ଥ ଅନିୟମିତତା ଅଭିଯୋଗ
ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଏକ ଦାଦନ ପ୍ରବଣ ଅଞ୍ଚଳ । ଏଇଠି ପ୍ରତ୍ୟେକ ବର୍ଷ ହଜାର ହଜାର ଲୋକ କାମଧନ୍ଦା ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଉଛନ୍ତି । ଲୋକମାନେ ଅଭିଯୋଗ କରୁଛନ୍ତି ଯେ, ଏଇଠି କାମଧନ୍ଦା ମିଳୁନି କିନ୍ତୁ ସରକାର ପ୍ରୟାପ୍ତ ପରିମାଣରେ କର୍ମ ଦିବସ ସୃଷ୍ଟି!-->…
Read More...
Read More...