ନ୍ୟାସନାଲ ଚାମ୍ପିଅନ୍‌ସିପ ଗେମ୍ସରେ ବିକାଶ ଛାତ୍ରଙ୍କ କୃତିତ୍ୱ

ଭବାନିପାଟଣା : ଜାତୀୟ ସ୍ତରରେ ଆୟୋଜିତ ନ୍ୟାସନାଲ ଚାମ୍ପିଅନ୍‌ସିପ ଗେମ ୧୦୦ ମିଟର ଦୌଡରେ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ଭବାନିପାଟଣା ବି.ବି.ଏ ପ୍ରଥମ ବର୍ଷର ଛାତ୍ର ଡି.ଏମ ଜୟରାମ ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କରିବାର ଗୌରବ ହାସଲ କରି ରୌପ୍ୟ ପଦକ ବିଜେତା ହୋଇଛନ୍ତି ।…
Read More...

ଜୟ ଜଗନ୍ନାଥ ମର୍ଣ୍ଣିଂ ୱାଲକର୍ସ କ୍ଲବ ତରଫରୁ ସଫେଇ କାର୍ଯ୍ୟକ୍ରମ

ଗଞ୍ଜାମ/ବ୍ରହ୍ମପୁର :ଜୟ ଜଗନ୍ନାଥ ମର୍ଣ୍ଣିଂ ୱାଲକର୍ସ କ୍ଲବ ତରଫରୁ ରବିବାର ଖଲ୍ଲିକୋଟ କଲେଜ ଖେଳ ପଡିଆ ସଫେଇ କରାଯାଇଛି । ସକାଳୁ ବହୁ ଖେଳାଳି ସହ ବିଭିନ୍ନ ବର୍ଗର ଜନସାଧାରଣ ଏହି ପଡିଆକୁ ମର୍ଣ୍ଣିଂ ୱାଲ୍କ ଓ ଖେଳିବାକୁ ଆସିଥାନ୍ତି । ଏହି ପଡ଼ିଆରେ ବିଭିନ୍ନ ସମୟରେ ବହୁ କାର୍ଯ୍ୟକ୍ରମ…
Read More...

ଦାଣ୍ଡରେ ପଡି ହାଟରେ ଗଡୁଛି ଦଶପଲ୍ଲା ବିଜେଡିର ଗୋଷ୍ଠୀ କନ୍ଦଳ

ଦଶପଲ୍ଲା : ମହୀପୁର ବସଷ୍ଟାଣ୍ଡ ହେଲା ରଣକ୍ଷେତ୍ର । ଦାଣ୍ଡରେ ପଡି ହାଟରେ ଗଡିଲା ଦଶପଲ୍ଲା ବିଜେଡିର ଗୋଷ୍ଠୀ କନ୍ଦଳ । ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ସଂଧ୍ୟା ସମୟରେ ବିଶ୍ୱକର୍ମା ପୂଜା ଅବସରରେ ଦଶପଲ୍ଲା ଅଂଚଳର ସମାଜସେବୀ ଶ୍ରୀହରି ନାୟକ ମଗରବନ୍ଧ ବିଶ୍ୱକର୍ମା ପୂଜାରେ ଯୋଗଦେଇ…
Read More...

ଚଣ୍ଡିଗଡରେ ପହଞ୍ଚିଲେ ଉମେଶ ଯାଦବ, ୪୩ ମାସ ପରେ ଖେଳିପାରନ୍ତି ଟି-୨୦ ମ୍ୟାଚ୍‌

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି ଏବଂ ଅଷ୍ର୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ସାମିଲ କରାଯାଇପାରେ ବୋଲି ଆଶା କରାଯାଉଛି । ଯାଦାବ ରବିବାର…
Read More...

ପୁରୀ ବ୍ଲୁ ଫ୍ଲାଗ ବିଚରେ ଜଲୱା ଦେଖାଇଲେ ସୂର୍ଯ୍ୟକିରଣ ଟିମ୍‌

ପୁରୀ : ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ଆଜି ପୁଣି ବାୟୁବୀରମାନେ ଜଲ୍‌ୱା ଦେଖାଇଛନ୍ତି । ଭାରତୀୟ ବାୟୁ ସେନା ପକ୍ଷରୁ ପୁରୀରେ ଆଜି "ଏୟାର ଶୋ’ ଆୟୋଜିତ କରାଯାଇଥିଲା । ଗତକାଲି ସୂର୍ଯ୍ୟକିରଣ ଟିମ୍‌ ପୁରୀ ଆକାଶରେ ରିହର୍ସଲ୍‌ କରିଥିବା ବେଳେ ଆଜି "ଏୟାର ଶୋ’ ହୋଇଥିଲା । ସକାଳୁ ପୁରୀରେ ଝିପି…
Read More...

ଶ୍ରୀଜିଉଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି

ସୁପ୍ରିମକୋର୍ଟର ଚିଫ ଜଷ୍ଟିସ ପୁରୀ ଆସି ଶ୍ରୀଜୀଉଙ୍କ ଆର୍ଶୀବାଦ ନେଇଛନ୍ତି । ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ ପୁରୀରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ଖଣ୍ଡୁଆ ପାଟ ଦେଇ ସେବାୟତମାନେ ସ୍ୱାଗତ କରିଥଲେ । ମୁଖ୍ୟ ବିଚାରପତି ୟୁ ୟୁ ଲଳିତ ତାଙ୍କ ସହଧର୍ମିଣି ଅମିତା ଉଦୟ…
Read More...

ପୁରୀରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଶ୍ୱକର୍ମା ପୂଜା

ପୁରୀ : ପୁରୀରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଉତ୍ସବ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଏଥିପାଇଁ ପୂଜା ମଣ୍ଡପ ଗୁଡ଼ିକୁ ଆକର୍ଷଣୀୟ ଭାବେ ସଜ୍ଜିତ କରାଯାଇଥିଲା । ହୋମାଦି ପୂଜାର୍ଚ୍ଚନା ପରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥିଲା । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ,…
Read More...

ଭାରସାମ୍ୟ ହରାଇ ଖାଲକୁ ଖସିଲା ପିକଅପ୍‌ ଭ୍ୟାନ୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର,ହେଲ୍ପର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୁଆଗାଁ ଥାନା କାର୍ମେଲ୍‌ ସ୍କୁଲ୍‌ ନିକଟସ୍ଥ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳ ଗାଡ଼ିରେ ଥିବା ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଆଜି ସକାଳେ ଏକ…
Read More...

ଆନ୍ତର୍ଜାତୀୟ ବେଳାଭୂମି ସଫେଇ ଦିବସ ପାଳିତ

ପୁରୀ : ପୁରୀ ସମୁଦ୍ର ବେଳାଭୂମି କୁ ସାମୁହିକ ସଫେଇ କରାଯାଇ ଆନ୍ତର୍ଜାତୀୟ ବେଳାଭୂମି ଦିବସ ପାଳନ କରାଯାଇଛି । ଜିଲ୍ଲା ପ୍ରଶାସନ, ୬ ବାଟାଲିୟନ, ପୁରୀ ପୌରପାଳିକା,ଏନସିସି କ୍ୟାଡେଟ, ବ୍ୟବସାୟୀ, ହୋଟେଲ ସଂଘର କର୍ମକମର୍ତ୍ତା, ସ୍ୱେଚ୍ଛାସେବୀ ଓ ଜନସାଧାରଣଙ୍କ ମିଳିତ ସହଯୋଗରେ ଏହି ସଫେଇ…
Read More...

କଳିଙ୍ଗା ସରକାରୀ ଡିଏଭି ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଘୁ ଉଦୟଗିରି : ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗାଠାରେ ଅବସ୍ଥିତ ସରକାରୀ ଡିଏଭି ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିଲୋଚନ ପଣ୍ଡା ଉପସ୍ଥିତିରେ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ପରିସରରେ ବିଭିନ୍ନ…
Read More...