ବନବିଭାଗର ଚଢ଼ାଉ : ଖଇର କାଠ ବୋଝେଇ ମିନିଟ୍ରକ ଜବତ, ଡ୍ରାଇଭର ଫେରାର
ଖପ୍ରାଖୋଲ : ଖପ୍ରାଖୋଲ ବ୍ଳକ ହରିଶଙ୍କର ବନବିଭାଗ ବାନାଞ୍ଚଳ ଧଣ୍ଡାମୁଣ୍ଡା ସେକ୍ସନ ବଡ଼ଉଡେନ-ଦାମେଇପାଳି ରାସ୍ତା ବଡ଼ଉଡେନ ଗାଁ ନିକଟରେ ବନବିଭାଗ ଚଢାଉ କରି ଗୁରୁବାର ବିଲମ୍ବିତ ରାତିରେ ଖଇର କାଠ ବୋଝେଇ ଏକ ମିନିଟ୍ରକ ଜବତ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ହରିଶଙ୍କର ବନବିଭାଗ ଏବଂ!-->…
Read More...
Read More...