ଟି-୨୦ ବିଶ୍ୱକପ: ଜାରି ହେଲା ୱାର୍ମ ଅପ୍ ମ୍ୟାଚ୍ ଗୁଡିକର କାର୍ଯ୍ୟସୂଚୀ, ଏହି ଦୁଇ ଦେଶ ବିପକ୍ଷରେ ଖେଳିବ ଭାରତ
ନୂଆଦିଲ୍ଲୀ : ଆଇସିସି ଟି -୨୦ ବିଶ୍ୱକପ୍ର ୱାର୍ମ ଅପ୍ ମ୍ୟାଚ୍ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଅକ୍ଟୋବର ୧୦ ରୁ ୧୯ ପର୍ଯ୍ୟନ୍ତ ମୋଟ ୧୫ ଟି ୱାର୍ମ ଅପ୍ ମ୍ୟାଚ୍ ଖେଳାଯିବ । ଏହି ସମୟ ମଧ୍ୟରେ ଭାରତକୁ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡକୁ ସାମ୍ନା କରିବାକୁ ପଡିବ । ଭାରତର!-->…
Read More...
Read More...