ବିଷାକ୍ତ ସାପ କାମୁଡାରେ ନାବାଳିକାର ମୃତ୍ୟୁ

ଦଶପଲ୍ଲା : ବର୍ତ୍ତମାନ ବର୍ଷା ଋତୁ ଚାଲିଥିବା ବେଳେ ଲଗାଣ ବର୍ଷାରେ ଉବୁଟୁବୁ ସାରା ଦଶପଲ୍ଲା । ଏହି ଲଗାଣ ବର୍ଷା ଯୋଗୁଁ ସରୀସୃପ ଏବଂ ଜୀବଜନ୍ତୁ ମାନେ ଜନବସତି ମୁହାଁ ହେଉଥିବାବେଳେ ଦଶପଲ୍ଲା ଅଂଚଳରେ ଦିନକୁଦିନ ବଢିଚାଲିଛି ସାପ କାମୁଡ଼ା ମୃତ୍ୟୁ ସଂଖ୍ୟା । ଗତକାଲି ରାତ୍ରରେ ଦଶପଲ୍ଲା
Read More...

ବିହାରରେ ଭାଙ୍ଗିଲା ଜେଡିୟୁ-ବିଜେପି ମେଣ୍ଟ ସରକାର, ୪ଟାରେ ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ

ପାଟନା : ଶେଷରେ ବିହାରରେ ବିଜେପି-ଜେଡିୟୁ ମେଣ୍ଟ ସରକାର ଭାଙ୍ଗିଛି । ସୂଚନାନୁସାରେ, ସିଏମ ନୀତୀଶ କୁମାରଙ୍କ ବାସଭବନରେ ଜେଡିୟୁ ବିଧାୟକମାନଙ୍କ ବୈଠକରେ ବିଜେପିଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନିଆଯାଇଛି । ବିଧାୟକଙ୍କ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ଯେ ଜେଡିୟୁ ଆଉ ବିଜେପି
Read More...

ସିନ୍ଦେ ସରକାରରେ ସାମିଲ ହେଲେ ୧୮ ମନ୍ତ୍ରୀ, ବିଜେପି ଖାତାରେ ୯ ମନ୍ତ୍ରୀ

ନୂଆଦିଲ୍ଲୀ : ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସରକାର କ୍ୟାବିନେଟ ସମ୍ପ୍ରସାରଣ ହୋଇଛି। ୧୮ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ହୋଇ କ୍ଷମତା ହାତେଇବା ପରେ ପ୍ରଥମ ଥର ନିଜ କ୍ୟାବିନେଟ ସମ୍ପ୍ରସାରଣ କରିଛନ୍ତି ଏକନାଥ ସିନ୍ଦେ। ଗତ କିଛି ଦିନ ହେଲାଣି
Read More...

ନବରଙ୍ଗପୁରରେ କ୍ରାନ୍ତି ଦିବସ ପାଳନ

ନବରଙ୍ଗପୁର: ନବରଙ୍ଗପୁର ଆରସିଡି ଉଚ୍ଚ ବିଦ୍ୟାଳୟ ପରିସରରେ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲା ବିକାଶ ପରିଷଦ, ନେହେରୁ ଯୁବ କେନ୍ଦ୍ର, ପ୍ରୋଜେକ୍ଟ ପଏଣ୍ଟ ଆନୁକୂଲ୍ୟରେ ଏହି ଦିବସ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁପ୍ରିୟା ନାୟକ,
Read More...

ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଳକର ଗରଡମା ଗ୍ରାମ ପଞ୍ଚାୟତ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀରେ ୨୧୩ ଗୋଟି ଅଭିଯୋଗ ଆସିଥିଲା ବେଳେ ୨୧ ଗୋଟି ଅଭିଯୋଗର ତୁରନ୍ତ ପଦକ୍ଷେପ ନିଆଯାଇ ସମାଧାନ କରାଯାଇଥିଲା ।
Read More...

ନବରଙ୍ଗପୁର “ଓଡିଶା ଏ ୧ ନିୟୁଜ’ ଅଫିସରୁ ଚୋରି

ନବରଙ୍ଗପୁର : ନବରଙ୍ଗପୁର ମାଝୀଗୁଡା ସ୍ଥିତ ଏସପି ଅଫିସ ପଛପଟେ "ଓଡିଶା ଏ ୧ ନିୟୁଜ' ଚ୍ୟାନେଲ କାର୍ଯ୍ୟାଳୟରେ ଗତ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି । ରାତିରେ ଚୋର ମାନେ"ଓଡିଶା ଏ ୧ ନିୟୁଜ' ଚ୍ୟାନେଲ ଅଫିସର ଝରକା ଭାଙ୍ଗି ଅଫିସ ଭିତରେ ପଶି କ୍ୟାମେରା, ମୋବାଇଲ, ମାଇକ, ଟଙ୍କା ଏବଂ
Read More...

ଭାରସାମ୍ୟ ହରାଇ ଓଲଟିଲା ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରେଢ଼ାଖୋଲ : ସମ୍ବଲପୁର ଜିଲ୍ଲା ଜୁଜୁମୁରା ଥାନା ଅନ୍ତର୍ଗତ ଫୁଲଝରଣ ନିକଟରେ ଏକ ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୩୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆଜି ସକାଳେ ‘ଡେଜି’ ନାମକ ଏହି ଯାତ୍ରୀବାହୀ ବସ୍‌ଟି ଅନୁଗୋଳ ଜିଲ୍ଲାର କିଶୋରନଗରରୁ ସୁନ୍ଦରଗଡ଼ ଯାଉଥିଲା। ବସ୍‌ରେ ୩୫ ଜଣ ଯାତ୍ରୀ
Read More...

ପବିତ୍ର ଅଗଷ୍ଟ କ୍ରାନ୍ତି ଦିବସରେ ଅମର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ସମ୍ବଲପୁର: ପବିତ୍ର ଅଗଷ୍ଟ କ୍ରାନ୍ତି ଦିବସ ପରି ଆଜିର ଏହି ଐତିହାସିକ ଦିନରେ ପଶ୍ଚିମାଞ୍ଚଲ୍‌ ଏକତା ମଞ୍ଚ ପକ୍ଷରୁ ଏହି ମାଟିର ବଳିଦାନୀ ପୁତ୍ର ବୀର ସୁରେନ୍ଦ୍ର ସାଏଙ୍କ ଅଶ୍ୱାରୋହୀ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ସହିତ ମାଲ୍ୟାର୍ପଣ କରାଯାଇଛି । ସେହିପରି ସ୍ଥାନୀୟ କଚେରୀ ଛକ ଠାରେ
Read More...

ସମ୍ବଲପୁର ଜିଲ୍ଲାରେ ୭୭୨ଟି ଅଭିଯୋଗର ଶୁଣାଣି

ସମ୍ବଲପୁର:ସମଗ୍ର ସମ୍ବଲପୁର ଜିଲ୍ଳାରେ ମୋଟ ୭୭୨ଟି ଅଭିଯୋଗର ଶୁଣାଣି ହୋଇଛି ।ଏଥିମଧ୍ୟରୁ ବ୍ୟକ୍ତିଗତ ଶୁଣାଣି ୬୮୭ଟି ଓ ୯୪ଟି ସାମୂହିକ ଶୁଣାଣି ରହିଛି । ଗତକାଲି ବ୍ୟକ୍ତିଗତ ଶୁଣାଣି ମଧ୍ୟରୁ ୧୦୧ଟି ଅଭିଯୋଗର ତୁରନ୍ତ ଫଇସଲା ହେଇଥିଲା । ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ପୁଲିସ ଅଧିକ୍ଷକ ବି.
Read More...

ଛୁରାମାଡ଼ରେ ଯୁବକ ଗୁରୁତର

ଗଞ୍ଜାମ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ମେରୁବନ୍ଧ ସାହିରେ ଯୁବକକୁ ଛୁରା ମାଡ଼ । ଛୁରା ମାଡ଼ରେ ଅନିରୁଦ୍ଧ ନାୟକ ନାମକ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ବିଳମ୍ବିତ ରାତିରେ
Read More...