ରାଜ୍ୟସ୍ତରୀୟ ସନ୍ତରଣ ଚମ୍ପିୟନସିପରେ ଭାଗନେବ ସୋନପୁର ଟିମ୍‌

ସୁବର୍ଣ୍ଣପୁର :୬୨ତମ ରାଜ୍ୟସ୍ତରୀୟ ବରିଷ୍ଠ ସନ୍ତରଣ ଚମ୍ପିୟନସିପରେ ଚଳିତ ବର୍ଷ ସୁବର୍ଣ୍ଣପୁର ଟିମ୍‌ ଭାଗନେବାକୁ ଯାଉଛି । ଆଗାମୀ ୨୩ ଓ ୨୪ ଅଗଷ୍ଟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାରରେ ଅନୁଷ୍ଠିତ ହେବାକୁ ଥିବା ଏହି ସନ୍ତରଣ ଚମ୍ପିୟନସିପରେ ଭାଗନେବା…
Read More...

ଗଞ୍ଜାମ ଜୋନ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ : ଗଂଜାମ ଜୋନ ଯୁବ ବିଜେଡ଼ି ସଭାପତି ଭାବ ପୁନର୍ବାର ନଚିକେତ ସ୍ୱାଇଁଙ୍କୁ ଦାୟିତ୍ୱ ମିଳିଥିବାରୁ ଆସିକା ବିଜୁ ଜନତା ଦଳ ଓ ଯୁବ ଜନତା ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯଇଛି । ଆସିକା ନିର୍ବାଚନ ମଣ୍ଡଳୀର ପଥରାଠାରୁ ବିଶାଳ ବାଇକ ରାଲିରେ ବାହାରି ଆସିକା ବିଜୁ ପଟ୍ଟନାୟକ…
Read More...

ପଣ୍ଡିତ ଗୋପୀନାଥ ନନ୍ଦଙ୍କ ୧୫୪ ତମ ଜୟନ୍ତୀ ମହୋତ୍ସବ

ପାରଳାଖେମୁଣ୍ଡି: ସ୍ଥାନୀୟ ଉତ୍କଳହିତୈଷିଣୀ ସମାଜ ସଭାଗୃହରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୁଲ୍ୟରେ ପଣ୍ଡିତ ଗୋପୀନାଥ ନନ୍ଦ ଶର୍ମାଙ୍କ ୧୫୪ତମ ଜୟନ୍ତୀ ପାଳନ ହୋଇସାରିଛି । ଏକାଡେମୀର ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସଭା ମୁଖ୍ୟ ଭାବେ ଯୋଗଦେଇଥିଲେ । ବ୍ରହ୍ମପୁର…
Read More...

ସାହାରା କାର୍ଯ୍ୟାଳୟରେ ତାଲା ପକାଇଲେ ଜମାକାରୀ

ଦଶପଲ୍ଲା: ସାହାରା ସଂସ୍ଥା ଜମାକାରୀଙ୍କୁ ପ୍ରଲୋଭିତ କରି ଜମା ଟଙ୍କା ନେଉଛି, ମାଚ୍ୟୁରିଟି ପରେବି ଟଙ୍କା ଫେରସ୍ତ ଦେଉ ନାହିଁ, ଜମାକାରୀ ଟଙ୍କା ମାଗିବାରୁ ସେବୀ ଟଙ୍କା ନେଇଯାଇଥିବାର ମିଛ ସଫେଇ ଦିଆଯାଉଛି । ମାଚୁରିଟି ଟଙ୍କା ଫେରସ୍ତ ନକଲା ପର୍ଯ୍ୟନ୍ତ ଜମା ଆଦାୟ ବନ୍ଦ ପାଇଁ ଦାବି କରି…
Read More...

ବିଜୁ ଛାତ୍ର ଜନତା ଜିଲ୍ଲା ସଭାପତି ନିଯୁକ୍ତ

ଭୁବନେଶ୍ବର: ଯୁବ ପରେ ବିଜୁ ଛାତ୍ର ଜନତା ଦଳର ହେଲା ପୁନର୍ଗଠନ। ୫ ଜଣ କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହୋଇଛନ୍ତି। ଇପ୍ସିତା ସାହୁ ହୋଇଛନ୍ତି ଛାତ୍ର ବିଜେଡି ମହାସଚିବ। ସେହିପରି ଅବିନାଶ ଠାକୁର, ପ୍ରଶାନ୍ତ ପଣ୍ଡା, ରାଜେଶ ରାଜ ସ୍ୱାଇଁ, ବିଶ୍ୱପ୍ରତାପ ସାହୁ ଓ ମିକୁ ପ୍ରଧାନ କାର୍ଯ୍ୟକାରୀ…
Read More...

କଂଗ୍ରେସ ପ୍ରତିନିଧି ଦଳର ବନ୍ୟା ଅଂଚଳ ପରିଦର୍ଶନ

ଦଶପଲ୍ଲା : ଆଜି ଓଡ଼ିଶା କଂଗ୍ରେସ ର ବନ୍ୟା ପରିସ୍ଥିତିର ଅନୁସନ୍ଧାନ କମିଟିର ଓଡ଼ିଶା କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା ବିଭୂତି ମିଶ୍ର, ରବିନ୍ଦ୍ର ମଳିକ, ମନୋଜ କୁମାର ସାହୁ ମହୋଦୟ ଗଣିଆ ବ୍ଲକ ଆସି ବିଭିନ୍ନ ଗ୍ରାମ, ରାସ୍ତା, ଜମିବାଡ଼ିର ଅବସ୍ଥା କିଭଳି ଶୋଚନୀୟ ହୋଇଅଛି ଅନୁଧ୍ୟାନ କରି…
Read More...

ଜିମ୍ବାୱେ ବିପକ୍ଷ ଶେଷ ଦିନିକିଆ, ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ନୂଆଦିଲ୍ଲୀ : ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଚାଲିଥିବା ତିନୋଟି ଦିନିକିଆ ସିରିଜର ଶେଷ ମ୍ୟାଚ୍‌ ହାରାରେ ସ୍ପୋର୍ଟସ କ୍ଲବରେ ଖେଳାଯାଉଛି । ଭାରତର ଅଧିନାୟକ କେ.ଏଲ୍‌ ରାହୁଲ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି । ଭାରତୀୟ ପ୍ଲେଇଙ୍ଗ ଏକାଦଶରେ ଦୁଇଟି ପରିବର୍ତ୍ତନ ହୋଇଛି ।…
Read More...

କାଦୁଆ ପଚପଚ ରାସ୍ତାରେ କଲେଜ ଯାଉଛନ୍ତି ଛାତ୍ରଛାତ୍ରୀ, କଂକ୍ରିଟ୍‌ ରାସ୍ତା କରିବାକୁ ଦାବି

ଖପ୍ରାଖୋଲ : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ହରିଶଙ୍କର କଲେଜ ରାସ୍ତା ବର୍ଷା ଦିନେ କାଦୁଆ ପଚପଚ ହେଉଥିବାରୁ ଛାତ୍ରଛାତ୍ରୀ ଓ ଜନ ସାଧାରଣ ଯାତାୟତରେ ନାହିଁ ନଥିବାର ଅସୁବିଧା ଭୋଗୁଥିବା ଅଭିଯୋଗ ହେଉଛି । ଉକ୍ତ ରାସ୍ତା ଉପରେ ଦୈନନ୍ଦିନ ଶତାଧିକ ଛାତ୍ରଛାତ୍ରୀ ଓ ଜନସାଧାରଣ…
Read More...

ସିଂ ଟାଇକାଣ୍ଡୋ ଏକାଡେମୀରୁ ୩ ଛାତ୍ରଛାତ୍ରୀଙ୍କ କୃତିତ୍ୱ

ଫୁଲବାଣୀ : ଓଡିଶା ଟାଇକାଣ୍ଡୋ ରାଜ୍ୟ ଚମ୍ପିୟାନସିପ, ଭୁବନେଶ୍ୱରର ଉତ୍କଳ କରାଟେ ସ୍କୁଲ୍‌ଠାରେ ଆୟୋଜିତ ହୋଇଥିବା ଟାଇକାଣ୍ଡୋ ପ୍ରତିଯୋଗିତାରେ କନ୍ଧମାଳର ସିଂ ଟାଇକାଣ୍ଡୋ ଏକାଡେମୀରୁ ୩ ଜଣ ଛାତ୍ରଛାତ୍ରୀ ଯଥା ମହାତ୍ମା ସାହାଣୀ, ରୁପାଲି ନାୟକ ଏବଂ ସ୍ୱସ୍ତିକ୍‌ ସାହୁ ଭାଗ ନେଇଥିଲେ । ୩…
Read More...

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

ପୁରୀ : ବିଳମ୍ବିତ ରାତିରେ ଭଉଣୀ ଘରୁ ଫେରୁଥିବା ବେଳେ ଦୁର୍ଘଟଣା । ପୁରୀ ଜିଲ୍ଲା ଗୋପ ଥାନା ଅଧିନ ଖଡିସ ଠାରେ ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣକ ଛଣିଜଙ୍ଗ, ଖୋରଡ଼ ଗ୍ରାମର ନିରଞ୍ଜନ ନାୟକ । ସେ ପୋଇତାର ଗାଁରେ ତାଙ୍କ ଭଉଣୀ ଘରେ ସୁଦିଘର କାର୍ଯ୍ୟ ସାରି ଫେରୁଥିବା…
Read More...