କରୋନା ପାଇଁ ଲିଙ୍କ ବିବାହ ସ୍ଥଗିତ

0 157

ଜୋହନ୍ନବର୍ଗ: କେତେ ଆଶା ଥିଲା ଆସନ୍ତା ୧୦ ତାରିଖରେ ତାଞ୍ଜା କ୍ରୋନିଏଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଦକ୍ଷିଣ ଆଫ୍ରିକା ମହିଳା ଖେଳାଳି ଲିଜଲେ ଲି । କିନ୍ତୁ କରୋନା ଭଳି ମହାମାରୀ ସବୁ ଓଲଟପାଲଟ କରିଦେଇଛି । କରୋନା ପାଇଁ ତାଙ୍କ ବିବାହ ଉତ୍ସବକୁ ସ୍ଥଗିତ ରଖାଯାଇଛି । ଦକ୍ଷିଣ ଆଫ୍ରିକାରେ ମଧ୍ୟ ଦିଆଯାଇଥିବା ୨୧ ଦିନିଆ ଲକ୍‌ଡାଉନ ଉକ୍ତ ଦିନ ୧୫ତମ ଦିବସ ପଡୁଛି । ଏହି କାରଣରୁ ବିବାହ ସ୍ଥଗିତ ରଖାଯାଇଛି ।

hiranchal ad1
Leave A Reply

Your email address will not be published.

5 − one =