କରୋନା ପୀଡ଼ିତଙ୍କୁ ସାହାଯ୍ୟ ପାଇଁ ଟ୍ରଫି ବିକିଲେ ଗଲ୍ଫ ଖେଳାଳି

0 568

ନୂଆଦିଲ୍ଲୀ : ସାରା ବିଶ୍ୱକୁ କବିଳିତ କରି ରଖିଥିବା ମହାମାରୀ କରୋନା ପାଇଁ ସବୁ ମହଲ ସାହାଯ୍ୟ ସହଯୋଗର ହାତ ବଢ଼ାଇଛନ୍ତି । ସେଥିରୁ ଭାରତୀୟ ବିଭିନ୍ନ ବର୍ଗର ଖେଳାଳି ମଧ୍ୟ ସାହାଯ୍ୟର ହାତ ବଢ଼ାଇଛନ୍ତି । କରୋନା ପୀଡ଼ିତଙ୍କ ସାହାଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଦାନ ଦେବା ପାଇଁ ଭାରତୀୟ ଗଲ୍ଫ ଖେଳାଳି ଅର୍ଜୁନ ଭଟ୍ଟି ନିଜେ ପାଇଥିବା ଟ୍ରଫିକୁ ବିକ୍ରି କରି ୪.୩୦ ଲକ୍ଷ ଟଙ୍କାର ସାହାଯ୍ୟ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପଣ୍ଡକୁ ଦେଇଛନ୍ତି । ଏହି ୧୫-ବର୍ଷୀୟ ଗଲ୍ଫ ଖେଳାଳି ୩ଟି ବିଶ୍ୱ ଚାମ୍ପିୟନ୍‌ଶିପ୍ ଟ୍ରଫି ବିକିଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

five × 3 =