ସୟିଦ୍ ଆଫ୍ରିଦ୍ ଫାଉଣ୍ଡେସନକୁ ସାହାଯ୍ୟ କରିବାକୁ କହି ଯୁବରାଜ ଆକ୍ରୋଶର ଶିକାର

0 584

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱର ୧୯୮ଟି ଦେ କରୋନାରେ କବଳିତ । ସେଥିମଧ୍ୟରୁ ପାକିସ୍ତାନ ବି ବାଦ୍ ଯାଇନାହିଁ । ବର୍ତ୍ତମାନ ପାକିସ୍ତାନରେ କରୋନା ମୃତ୍ୟୁସଂଖ୍ୟା ୨୪ରେ ପହଞ୍ଚିଲାଣି । କରୋନାକୁ ମୁକାବିଲା କରିବା ପାଇଁ ଦେବାଳିଆ ସ୍ଥିତିରେ ଥିବା ପାକିସ୍ତାନ ହାତ ଟେକି ଦେଇଛି । ଏଭଳି ସ୍ଥିତିରେ ଭାରତର ପୂର୍ବତନ ଅଲ୍‌ରାଉଣ୍ଡର ଯୁବରାଜ ସିଂ ପାକିସ୍ତାନ ପୂର୍ବତନ ବ୍ୟାଟ୍ସମ୍ୟାନ୍ ନାମରେ ସୟିଦ୍ ଆଫ୍ରିଦ୍ ଫାଉଣ୍ଡେସନକୁ ସାହାଯ୍ୟ ଯୋଗାଇଦେବାକୁ କହି ନିଜେ ଯୁବରାଜ କ୍ରିକେଟ୍ ଫ୍ୟାନ୍‌ଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

nine − 8 =