ମାଓବାଦୀଙ୍କ ସହିଦ ସପ୍ତାହ ଆରମ୍ଭ

0 637


ମାଲକାନାଗିରି : ରବିବାରଠାରୁ ମାଓବାଦୀମାନଙ୍କର ସହିଦ ସପ୍ତାହ ପାଳନ ଆରମ୍ଭ ହୋଇଛି । ଆସନ୍ତା ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରିବେ । ଏ ନେଇ ମାଓ ଅଧ୍ୟୁଷିତ ଅଂଚଳ ଯଥା-ମାଲକାନାଗିରି, କନ୍ଧମାଳ, କୋରାପୁଟ ଜିଲ୍ଲାରେ ମାଓବାଦୀ ପୋଷ୍ଟର ଦେଖିବାକୁ ମିଳିଛି । ମାଓବାଦୀମାନଙ୍କର ସହିଦ ସପ୍ତାହ ପାଳନ ଆରମ୍ଭ ହୋଇଥିବାରୁ ଏହି ସବୁ ଜିଲ୍ଲାଗୁଡିକରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସରକାରୀ ବସ୍ ଚଳାଚଳ ଏହି ସବୁ ଜିଲ୍ଲାଗୁଡିକୁ ବନ୍ଦ ଥିବା ବେଳେ ବିଭିନ୍ନ ସ୍ଥାନରେ ପୁଲିସ ଓ ଏସ୍ଓଜି ଜବାନମାନେ କୁମ୍ବିଂ ଅପରେସନ ଜୋରଦାର କରିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen − 1 =