ବିସିସିଆଇର ଉପସଭାପତି ପଦ ଛାଡ଼ିଲେ ମହିମ ବର୍ମା

0 626

ନୂଆଦିଲ୍ଲୀ : ଜଣେ ବ୍ୟକ୍ତି ଦୁଇ ଦୁଇଟି ପଦପଦବୀ ନିୟମ ବିରୁଦ୍ଧ । ଏହାକୁ ନଜରରେ ରଖି ବିସିସିଆଇର ଉପସଭାପତି ମହିମ ବର୍ମା ତାଙ୍କ ପଦ ଛାଡ଼ିଛନ୍ତି । ସେ ବର୍ତ୍ତମାନ ମଧ୍ୟ ଉତ୍ତରାଖଣ୍ଡ କ୍ରିକେଟ ସଂଘର ସଚିବ ଦାୟିତ୍ୱରେ ରହିଛନ୍ତି । ବର୍ମା କହିଛନ୍ତି ଯେ, ମୋତେ ନିଜ ରାଜ୍ୟର କ୍ରିକେଟ୍ ସଂଘ କଥା ବୁଝିବାର ରହିଛି । ଏହି ସଂଘର ପରିଚାଳନା ଏପର୍ଯ୍ୟନ୍ତ ଠିକ୍‌ଠାକ୍ ଚାଲିନାହିଁ । ତେଣୁ ମୁଁ ଏହି ଉପସଭାପତି ପଦରୁ ଇସ୍ତଫା ଦେବାକୁ ମନସ୍ତ କଲି ବୋଲି ସାମ୍ବାଦିକଙ୍କ ସାକ୍ଷାତକାର ଅବସରରେ ଶ୍ରୀ ବର୍ମା କହିଛନ୍ତି ।

hiranchal ad1
Leave A Reply

Your email address will not be published.

twelve − six =