ରାଜ୍ୟବାସୀଙ୍କୁ ଗଜପତି ମହାରାଜାଙ୍କ ବାର୍ତ୍ତା

0 2,299

ଭୁବନେଶ୍ୱର : ରଜ୍ୟାବାସୀଙ୍କ ଉଦ୍ଦେଶ୍ୟରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହଦେବ ବାର୍ତ୍ତା ଦେଇଛନ୍ତି । ରାଜ୍ୟ ସରକାର ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍ ସମୟକୁ ବୃଦ୍ଧି କରିଥିବାରୁ ଆମେ ସମସ୍ତେ ସମସ୍ତ ସରକାରୀ ନିୟମକୁ ମାନି ଚଳିବା । ଆନ୍ତରିକତା ସହ ଆମେ ଏହାକୁ ମାନିଲେ ପ୍ରଭୁ ଜଗନ୍ନାଥଙ୍କ ଆବଶୀର୍ବାଦରୁ ଏହି ବିପଦ ଟଳିଯିବ ବୋଲି ସେ ବାର୍ତ୍ତା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବିଦେଶଗସ୍ତରୁ ଫେରି ସେ ସରକାରଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇ ନିଜ ନାମ କୋଭିଡ୍‌-୧୯ ୱେବାସିଟରେ ପଞ୍ଜିକରଣ କରି କ୍ୱାରେଣ୍ଟାଇନରେ ରହିଥିଲେ ।

hiranchal ad1
Leave A Reply

Your email address will not be published.

nine + sixteen =