ଭୁବନେଶ୍ୱରରେ ଆଉ ୧୬ ଟି କରୋନା ପଜିଟିଭ୍ ଚିହ୍ନଟ

0 180

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ୱିଟର ହ୍ୟାଣ୍ଡେଲରେ ଆଉ ୧୬ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ଦର୍ଶାଯାଇଛି । ଏହି ସମସ୍ତ ଆକ୍ରାନ୍ତ ରାଜଧାନୀ ଭୁବନେଶ୍ୱରର ବୋଲି ଦର୍ଶାଯାଇଛି । ଚିହ୍ନଟ ହୋଇଥିବା ୧୬ ରୋଗୀଙ୍କ ମଧ୍ୟରେ ୧୫ଜଣ ବମିଖାଲ ଅଂଚଳର ବୋଲି ଜଣାପଡିଛି । ବମିଖାଲ ଅଂଚଳର ବାସିନ୍ଦା ଆତଙ୍କିତ ନହେବା ଓ ଘରେ ରହିବା ପାଇଁ ସମସ୍ତଙ୍କୁ ଅନୁରୋଧ ସରକାର କରିଛନ୍ତି । ଏହି ୧୬ କରୋନା ରୋଗୀଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତ ପଜିଟିଭ୍ ସଂଖ୍ୟା ୩୯ରେ ପହଞ୍ଚିଛି ।

hiranchal ad1
Leave A Reply

Your email address will not be published.

11 + 17 =