ବୌଦ୍ଧ: ମାଉସୀ ମା ମନ୍ଦିରରେ ଶ୍ରୀଜୀଉଙ୍କ ମତ୍ସ୍ୟ କତ୍ସ୍ୟ ବେଶ

0 89

ବୌଦ୍ଧ,୩/୭: ନବଦିନାତ୍ମକ ଯାତ୍ରାରେ ବାହାରି ଶ୍ରୀଜୀଉମାନେ ରଥରେ ଚଢି ଆସିବାପରେ ମାଉସୀ ମା ମନ୍ଦିରରେ ଶ୍ରୀଜୀଉଙ୍କୁ ବିଭିନ୍ନ ବେଶରେ ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍ତି । ରଥଯାତ୍ରା ପରଦିନ ବିଶ୍ରାମ ନେବାପରେ ତୃତୀୟଦିନରେ ଆଜି ପ୍ରଭୁ ଶ୍ରୀଜଗନ୍ନାଥ କଚ୍ଛପ ଓ ପ୍ରଭୁ ଶ୍ରୀବଳରାମ ମତ୍ସ୍ୟ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ପ୍ରଭୁଙ୍କର ଏହି ବେଶକୁ ଦେଖିବାପାଇଁ ବୌଦ୍ଧ ସହର ତଥା ଆଖପାଖ ଅଞ୍ଚଳରୁ ବହୁସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।

hiranchal ad1
Leave A Reply

Your email address will not be published.

five × 2 =