ଢେଙ୍କାନାଳ ଥାନା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

0 84

ଢେଙ୍କାନାଳ- କୋଭିଡ-୧୯ ଭଳି ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ନିରବଚ୍ଛିନ୍ନ ଓ ନିଃସ୍ୱାର୍ଥପର ଭାବେ ନିଜ କର୍ତ୍ତବ୍ୟ ପାଳନ କରି ଢେଙ୍କାନାଳକୁ ସୁରକ୍ଷିତ ରଖିଥିବାରୁ ଥାନା ଅଧିକାରୀ ଜ୍ଞାନ ରଂଜନ ସାମଲ ଏବଂ ଅନ୍ୟ କର୍ମଚାରୀଙ୍କୁ ଚାନ୍ଦମାରି ସାହିବାସିନ୍ଦା ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

6 + seventeen =