ବୌଦ୍ଧ : ଆଜି ୯ କରୋନା ପଜିଟିଭ ଚିହ୍ନଟ

0 2,641

ବୌଦ୍ଧ : ଆଜି ବୌଦ୍ଧ ଜିଲ୍ଲାରେ ନୂତନ ଭାବେ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ଆଜି ବୌଦ୍ଧ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ସହର ମଧ୍ୟରୁ ୪ ଜଣ , ବୌଦ୍ଧ ବ୍ଲକ୍ ରକ୍ସା (ଦହ୍ୟା)ର ୧ ଜଣ, କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଗ୍ରାମ ପଂଚାୟତ ବାସୁଦେବପାଲି ଗ୍ରାମରୁ ୩ ଜଣ ଓ ଅନ୍ୟ ଜଣେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଂଚଳର ବୋଲି ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି । ଆଜିର ୯ ପଜିଟିଭଙ୍କୁ ମିଶାଇ ବୌଦ୍ଧ ଜିଲ୍ଲାରେ ଆଜି ସୁଦ୍ଧା ୬୦୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇ ସାରିଛନ୍ତି ।

hiranchal ad1
Leave A Reply

Your email address will not be published.

seven − 6 =