ପାରଳା ପୌରପରିଷଦ ପକ୍ଷରୁ ବୁଲା ଗାଈଗୋରୁ ଓ କୁକୁର ମାନଙ୍କୁ ଖାଦ୍ୟ ବଣ୍ଟନ

0 106

ଲକଡାଉନ ଯୋଗୁଁ ବୁଲା ଗାଈ ଗୋରୁ ଓ କୁକୁରମାନଙ୍କର ଖାଦ୍ୟ ପାଇବା କଷ୍ଟକର ହୋଇପଡିଛି ଏହି ଆଶଙ୍କା ଦୁର କରିବା ପାଇଁ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ବୁଲା ଗାଈ ଗୋରୁ ମାନଙ୍କୁ ପନିପରିବା ଓ କୁକୁର ମାନଙ୍କୁ ବିସ୍କୁଟ ପ୍ରଦାନ କରା ଯାଉଛି।ପାରଳା ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ତତ୍ୱାବଧାନରେ ପୌରପରିଷଦର କର୍ମଚାରୀ ମାନେ ସହରର ବିଭିନ୍ନ ସ୍ଥାନରେ ବୁଲୁଥିବା ଗାଈ ଗୋରୁ କୁକୁର ମାନଙ୍କୁ ପନି ପରିବା ଓ ବିସ୍କୁଟ ପ୍ରଦାନ କରୁଛନ୍ତିଏହି ଭଳି ମହତ କାର୍ଯ୍ୟ କୁ ସହର ବାସୀ ଭୂୟସ ପ୍ରଶଂସା କରିଛନ୍ତି।

hiranchal ad1
Leave A Reply

Your email address will not be published.

4 − four =