ପୂର୍ବତନ ୱାର୍ଡମେମ୍ବରଙ୍କ ପରଲୋକ

0 305

ଗଜପତି : ଗଜପତି ଜିଲ୍ଲା ଗୋଶାଣି ବ୍ଳକ ଅନ୍ତର୍ଗତ କେରାଣ୍ଡି ପଞ୍ଚାୟତର ନୂଆ କେରାଣ୍ଡି ଗ୍ରାମରେ ପୂର୍ବତନ ୱାର୍ଡମେମ୍ବର ଇ.ସୁରିୟାଙ୍କ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁ ନିକଟରେ ତାଙ୍କ ସ୍ତ୍ରୀ, ପୁଅ ବୋହୂ, ଝିଅ ଜ୍ୱାଇଁ ନାତି ବନ୍ଧୁବାନ୍ଧବ ପରିବାରଵର୍ଗ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ଶେଷକୃତ୍ୟ ଗ୍ରାମର ଶେଷରେ ଥିବା ମାଶାଣୀ ସମ୍ପର୍ଣ୍ଣ ହୋଇଛି।ସେ ଜଣେ ମେଳାପୀ, ମିଷ୍ଟଭାସୀ, ପରୋପକାରି ଥିଲେ। ସେ ବିଭିନ୍ନ ଧାର୍ମିକ କାର୍ଯ୍ୟରେ ସହଯୋଗ କରୁଥିଲେ। ତାଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

hiranchal ad1
Leave A Reply

Your email address will not be published.

18 − three =