ଗଜପତିକୁ ଫେରିଲେ କେରଳରୁ 38 ଜଣ ପ୍ରବାସୀ ଓଡ଼ିଆ

0 318

ଗଜପତି ଜିଲ୍ଲାକୁ ସୋମବାର ଦିନ 38 ଜଣ କେରଳରୁ ପ୍ରବାସୀ ଓଡ଼ିଆ ଫେରିଛନ୍ତି। ସେମାନେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପୁର ଷ୍ଟେସନରେ ଓହ୍ଲାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗଜପତି ଜିଲ୍ଲା ମୋହନା ବ୍ଲକର ଲୁହାଗୁଡି ସଙ୍ଗରୋଧ କେନ୍ଦ୍ରକୁ ଅଣାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟ।ବସ୍ଥା ପରୀକ୍ଷା କରାଯାଇଛି । ସ୍ଥିତି ଅନୁଧ୍ୟାନ କରିବା ସକାଶେ ଗଜପତି ଏସପି ସାରା ଶର୍ମା ସଙ୍ଗରୋଧ କେନ୍ଦ୍ରକୁ ପହଞ୍ଚିଥିଲେ।ଫେରିବା ପ୍ରବାସୀଙ୍କ ସୁବିଧା ଏବଂ ସୁରକ୍ଷା ପାଇଁ ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

hiranchal ad1
Leave A Reply

Your email address will not be published.

six + thirteen =