ପାରଳାଖେମୁଣ୍ଡି ଆନନ୍ଦବଜାରରେ ମହାପ୍ରଭୁଙ୍କ ପ୍ରସାଦ ବଣ୍ଟନ

0 120

ଗଜପତି,୩/୭- ଆଜି ପାରଳାଖେମୁଣ୍ଡି ଗୁଣ୍ଡିଚା ମନ୍ଦିରର ଆନନ୍ଦ ବଜାର ଠାରେ ପବିତ୍ର ରଥଯାତ୍ରା ଉପଲକ୍ଷେ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରସାଦ ବଣ୍ଟନ କରଯାଇଥିଲା । ଏହି ଅବସରରେ ହାଇଟେକ ଗ୍ରୁପ ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ ,ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗବାର ତିରୁପତି ରାଓ ,ବିଜେଡି ରାଜ୍ୟ ସମ୍ପାଦକ ଶ୍ରୀ ମରୁତ ପାଲ, ଜୋନ ନୋ -୬ ଜିଲ୍ଲାପରିଷଦ ପ୍ରାର୍ଥୀ ଏସ .ବାଲାରାଜୁ , ପାରଳାଖେମୁଣ୍ଡି ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଲା ସେଠୀ ,କାଶିନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲ୍ଲା ସାୟମ୍ମା , ଗୋସାଣି ବ୍ଲକ ଅଧ୍ୟକ୍ଷ ଶ୍ରୀ ଏନ. ବୀରାରାଜୁ, ଗୁମ୍ମା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଶ୍ରୀନିବାସ ରାଓ, ପୌର ଉପାଧକ୍ଷ ଲେଙ୍କା ମଧୁ ଓ ସମସ୍ତ ପୌର କାଉନସିଲରମାନେ ଯୋଗଦେଇ ପ୍ରସାଦ ବଣ୍ଟନ କରିଥିଲେ ।

hiranchal ad1
Leave A Reply

Your email address will not be published.

5 + 1 =