ଜିଲା ଆଦିବାସୀ ସଂଘ ପକ୍ଷରୁ କରୋନା ପାଇଁ ସଚେତନ ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ

0 257

ପାଟଣାଗଡ଼ :ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପାଟଣାଗଡ ଶାଖା ତରଫରୁ ଖପ୍ରାଖୋଲ , ବ୍ଳକ ର ବାହାଲଭଟଲି , କୁସୁମକାନୀ , ରେଙ୍ଗାଲଜୁରୀ ,ମାଟିଆଭଟା ,ଜୁରିଆ ,ଦମାଇପାଲି ଆଦି ଗ୍ରାମରେ କରୋନା ପାଇଁ ଆଦିବାସୀ ତଥା ଗ୍ରାମାଞ୍ଚଳ ରେ ବସବାସ କରୁଥିବା ଗରିବ ଲୋକ ମାନଙ୍କୁ ଙ୍କୁ ବର୍ତ୍ତମାନ କରୋନା ମହାମାରୀ ସମୟରେ କିପରି ନିଜ କୁ ସଜାଗ ପରିସ୍କାର ପରିଚ୍ଛନତା ରହିବା ସହ ସାବୁନ ,ଡିଟଲ,ସେନିଟାଇଜରରେ ହାତ ଧୋଇବା ,ମାସ୍କ ଆଦି ବ୍ୟବହାର କରିବାକୁ ସଚେତନ କରାଯିବା ସହ ମାସ୍କ ବଣ୍ଟନ କରାଯାଇଥିଲା ।। ଏହି କାର୍ଯ୍ୟକ୍ରମ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି , ସଂପାଦକ ଟିକେଶ୍ଵର ଧରୁଆ, ସଭାପତି ଅଷ୍ଟରନ୍ନ ବରିହା , ବିପ୍ରଚରଣ ବିଶି , ସଂପାଦକ ସାରଥୀ ବାଗ , ଯୁଗ୍ମ ଗିରିଧାରୀ ଭୋଇ , ଯୁବ ସଂଗଠକ ମନବୋଧ ବରିହା ,କେତନ ଛତ୍ରିଆ ,ଲକ୍ଷେଶ୍ଵର ବରିହା, ପାଣ୍ଡବ ବରିହା , ଚନ୍ଦ୍ରଶେଖର ବରିହା , ସାମାଜସେବୀ ଅଭେଶେକ ଜ୍ୟୋତିଷ ,ଲେକୃଧରୁଆ , ପ୍ରମୁଖ ଉପସ୍ଥିତ ଥିଲେ ।।

hiranchal ad1
Leave A Reply

Your email address will not be published.

9 + 6 =