Browsing Tag

#america

Donald Trump Startegy: ଟ୍ରମ୍ପଙ୍କ ବ୍ଲୁ-ପ୍ରିଣ୍ଟ ଧ୍ୱଂସ ହୋଇଯିବ ଇରାନ !

ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ବିବାଦକୁ ନେଇ ପ୍ରତିଦିନ ନୂଆ ନୂଆ ଖବର ସାମ୍ନାକୁ ଆସୁଛି । ଗୋଟିଏ ପଟେ ମଧ୍ୟପ୍ରାଚ୍ୟ ଯୁଦ୍ଧ ହେତୁ ବିଶ୍ୱରେ ସଙ୍କଟ ଲାଗିରହିଛି ଆଉ ଅନ୍ୟପଟେ ପୁଣିଥରେ ଇରାନ ଉପରେ ଆକ୍ରମଣ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରସ୍ତୁତ କରୁଛନ୍ତି ନୂଆ ରଣନୀତି
Read More...