ଏକାଥରକେ ଚିହ୍ନଟ ହେଲେ ୩୩ ଓମିକ୍ରନ ଆକ୍ରାନ୍ତ
ଚେନ୍ନାଇ : ତାମିଲନାଡୁରେ ଗୁରୁବାର କରୋନା ଭାଇରସର ଓମିକ୍ରନ ଭାରିଆଣ୍ଟର ୩୩ ନୂଆ ମାମଲା ସାମ୍ନା ଆସିବା ପରେ ରାଜ୍ୟରେ ଭୟର ବାତାବରଣ ଖେଳିଯାଇଛି । କରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଥିବା ଲୋକଙ୍କ ଜିନମ ସିକ୍ୟୁନ୍ସିଂ ପରେ ଏହି ରିପୋର୍ଟ ସାମ୍ନାକୁ ଆସିଛି । ଏହା ସହ ରାଜ୍ୟରେ ଓମିକ୍ରନ!-->…
Read More...
Read More...