Browsing Tag

Cyclone JAWAD update

ଗଜପତିରେ ଓଡ୍ରାଫ ଓ ଅଗ୍ନିଶମ ବିଭାଗର ମିଳିତ ଅଭ୍ୟାସ

ଗଜପତି ୦୪।୧୨ : ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶରେ ସମ୍ଭାବ୍ୟ ବାତ୍ୟା ଏବଂ ପ୍ରବଳ ବର୍ଷାକୁ ପ୍ରତିହତ କରିବା ପାଇଁ କୋରାପୁଟରୁ ଆସିଥିବା ଓଡ୍ରାଫ ବାଟାଲିୟନ ଏବଂ ଅଗ୍ନିଶମ ବିଭାଗ ଗଜପତିର ମିଳିତ ଆନୁକୂଲ୍ୟରେ ଏକ ମିଳିତ ଅଭ୍ୟାସ ଅଗ୍ନିଶମ ବିଭାଗର…
Read More...

ଦୁର୍ବଳ ହେଉଛି ବାତ୍ୟା ‘ଜଓ୍ୱାଦ୍‌’, ଘଣ୍ଟାକୁ ୪ କିମି ବେଗରେ ଉତ୍ତର ଦିଗକୁ ଗତି କରୁଛି

ଭୁବନେଶ୍ବର ୦୪।୧୨ : ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜଓ୍ୱାଦ୍‌’ । କାଲି ପୁରୀ ଛୁଇଁବା ବେଳକୁ ଦୁର୍ବଳ ହୋଇଯିବ “ଜୱାଦ” ଯାହା ଆଚଂଳିକ ପାଣିପାଗ ବିଭାଗ ପକ୍ଷରୁ ସୁଚନା ମିଳିଛି । ଆଗାମୀ ୧୨ ଘଣ୍ଟା ଯାଏଁ ଉତ୍ତର ଦିଗରେ ଗତି କରିବ । ପରେ ଉତ୍ତର ଉତ୍ତର -ପୁର୍ବ ଦିଗକୁ ଗତି ପରିବର୍ତ୍ତନ…
Read More...