ଆସୁଛି ବଡ ଲଘୁଚାପ !, ଏହି ଦିନଠାରୁ ହୋଇପାରେ ବର୍ଷା
ଭୁବନେଶ୍ବର- ରାଜ୍ୟରେ ଗତ କିଛି ଦିନ ହେଲାଣି ମୁଣ୍ଡଫଟା ଖରା ହେଉଥିବାରୁ ଲୋକେ ଆଉଟୁପାଉଟ ହେଉଛନ୍ତି । ଏହାରି ମଧ୍ୟରେ ଏକ ଖୁସି ଖବର ଆସିଛି । ଆଉ ପ୍ରାୟ ସପ୍ତାହେ ବେଳକୁ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ଆକଳନ କରାଯାଇଛି।ଆଇଏମ୍ଡି ପକ୍ଷରୁ!-->…
Read More...
Read More...