Browsing Tag

naveen pattnaik

୭ରେ ଗଞ୍ଜାମ ବନ୍ୟା ସ୍ଥିତି ଅନୁଧ୍ୟାନ କରିବେ ନବୀନ

ଭୁବନେଶ୍ୱର: ଗଞ୍ଜାମ ବନ୍ୟା ସ୍ଥିତି ଅନୁଧ୍ୟାନ ସହ ପ୍ରଭାବିତଙ୍କୁ ଭେଟିବାକୁ ଆସନ୍ତା ୭ ତାରିଖରେ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆସନ୍ତା ୭ ତାରିଖ (ଶନିବାର) ସକାଳ ପ୍ରାୟ ୧୦ଟାରୁ ଭୁବନେଶ୍ୱର ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ନବୀନ ଗଞ୍ଜାମ ଅଭିମୁଖେ ଯାତ୍ରା କରିବେ । ଶେରଗଡ଼…
Read More...