Browsing Tag

punjab politics

Major Blow to AAP in Punjab: ବିଜେପିର ସୁଚିନ୍ତିତ ମାଇଣ୍ଡ ଗେମ୍ ନା ଦୋହଲୁଛି ଆପ୍‌ର ଭିତ୍ତିଭୂମି?

ପଞ୍ଜାବ ରାଜନୀତିରେ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି । ୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାସୀନ ଆମ୍ ଆଦମୀ ପାର୍ଟିକୁ ଲାଗିଛି ଏକ ଜୋରଦାର୍ ଝଟକା । ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ଦଳର ୩ ଜଣ ଟାଣୁଆ ବିଧାୟକ 'ଝାଡୁ' ଛାଡି ଧରିଛନ୍ତି 'ପଦ୍ମ' ଫୁଲ । ପ୍ରାଥମିକ ସଦସ୍ୟ ପଦରୁ…
Read More...