“ମୁଁ ପରିସ୍ଥିତିକୁ ସମ୍ଭାଳି ପାରୁନାହିଁ…” ପଞ୍ଚମ କ୍ରମାଗତ ପରାଜୟ ପରେ ଅସହାୟ ଶ୍ରେୟସ ଆୟର
ନୂଆଦିଲ୍ଲୀ। ଆଇପିଏଲ୍ ୨୦୨୬ରେ ଏକଦା ସବୁଠାରୁ ଶକ୍ତିଶାଳୀ ଦଳ ଭାବରେ ବିବେଚିତ ପଞ୍ଜାବ କିଙ୍ଗସ୍ ଏବେ ଖରାପ ସ୍ଥିତିରେ ଗତି କରୁଛି। ଦଳ ଲଗାତାର ପଞ୍ଚମ ପରାଜୟ ବରଣ କରି ପ୍ଲେ ଅଫରୁ ବଞ୍ଚିତ ହେବା ଦ୍ବାରରେ ପହଞ୍ଚିଛି । ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ହାତରେ ଦଳର ପରାଜୟ ହୋଇଛି । ପଞ୍ଜାବ!-->…
Read More...
Read More...