Browsing Tag

wtc point

ବାଂଲାଦେଶ ଜିତିଲା; WTC ପଏଣ୍ଟ ତାଲିକାରେ ପାକିସ୍ତାନକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ: ଦ୍ରୁତ ବୋଲର ନାହିଦ ରାଣାଙ୍କ ପାଞ୍ଚ ୱିକେଟ୍ ସଫଳତା ବାଂଲାଦେଶକୁ ମଙ୍ଗଳବାର ପାକିସ୍ତାନ ବିପକ୍ଷରେ ପ୍ରଥମ କ୍ରିକେଟ୍ ଟେଷ୍ଟର ପଞ୍ଚମ ତଥା ଶେଷ ଦିନରେ 104 ରନର ବିଜୟ ହାସଲ କରିବାରେ ସାହାଯ୍ୟ କରିଥିଲା। ଏହା ପାକିସ୍ତାନ ବିପକ୍ଷରେ ବାଂଲାଦେଶର ଲଗାତାର ତୃତୀୟ ଟେଷ୍ଟ ବିଜୟ ଏବଂ
Read More...