Browsing

Video

ଶୁଆକାଠି ସ୍ଥିତ ଓଏମସି ଖଣିରେ ସରକାରଙ୍କ ନିୟମ କୁ ଉଲଂଘନ କରି ଲୁହାପଥର ପରିବହନ

କେନ୍ଦୁଝର,୨୩/୭ - ଜିଲ୍ଲାରେ ଖଣି ଚୋରି କିଛି ନୁଆ କଥା ନୁହେଁ, ପୂର୍ବରୁ ଜିଲାରେ ହଜାର ହଜାର କୋଟି ଟଙ୍କାର ଖଣି ଚୋରି ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସାହା କମିଶନ ଏହାର ତଦନ୍ତ କରି ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଥିଲେ । ସୁପ୍ରିମକୋର୍ଟ ମଧ୍ୟ ଖଣି ଚୋରି ହୋଇଥିବା ଅନୁଭବ…
Read More...

୧୩ଫୁଟ ଲମ୍ବର ଅଜଗର ଉଦ୍ଧାର

ଖୋର୍ଦ୍ଧା ,୨୩/୦୭: ଖୋର୍ଦ୍ଧା ରେଞ୍ଜ ଅର୍ନ୍ତଗତ କୁମାରବସ୍ତ ଗ୍ରାମ ପ୍ରଧାନ ସାହିରୁ ସ୍ନେକ ହେଲପଲାଇନ୍‌ ଦ୍ୱାରା ଗତକାଲି ପ୍ରାୟ ୨ଟା ସମୟରେ ୧୩ଫୁଟ ଲମ୍ବର ଅଜଗର ଉଦ୍ଧାର କରାଯାଇଛି । ସାପଟି ନିକଟସ୍ଥ ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି । ସାପଟିକୁ ଦେଖି ଗ୍ରାମବାସୀ ଭୟଭୀତ ହେବା ସହିତ…
Read More...

ତିନି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ସଂପନ୍ନ

ପୁରୀ,୨୨/୭- ସୁରୁଖୁରୁରେ ଶେଷ ହୋଇଛି ତିନି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି । ଗତକାଲି ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ନୀତି ଶେଷ ହେବାପରେ ଆଜି ଚଣ୍ଡୀଚାମୁଣ୍ଡାପାର୍ଶ୍ୱଦେବାଦେବୀ ମାନଙ୍କୁ ଶାନ୍ତି କରିବା ପାଇଁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥଉପରେ ଭଙ୍ଗା ଯାଇଥିଲା ।…
Read More...

ବାଲୁକା ଆନିମେସନରେ ଶ୍ରୀଜିଉଙ୍କ ସୁନାବେଶ

ବାଲୁକା ଆନିମେସନରେ ପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ବଡଭାଇ ବଳଭଦ୍ରଙ୍କ ସୁନାବେଶ ନିର୍ମାଣ କଲେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଏହାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା । ଏ ବର୍ଷ ବଡଦାଣ୍ଡରେ ଘର ହୋଇ ମଧ୍ୟ ଠାକୁରଙ୍କୁ ଦେଖିବାରୁ…
Read More...