Monthly Archives

March 2019

ଚେନ୍ନାଇ ସୁପର୍ କିଙ୍ଗସର ସ୍ପିନରଙ୍କ କମାଲ

ଚେନ୍ନାଇ: ଆଇପିଏଲ୍ ଦ୍ବାଦଶ ସଂସ୍କରଣରେ ଗତ ବର୍ଷର ବିଜେତା ଦଳ ଚେନ୍ନାଇ ସୁପର୍ କିଙ୍ଗସ ଚମତ୍କାର ଆରମ୍ଭ କରିଛି। ବିରାଟ କୋହଲିଙ୍କ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ମାତ୍ର ୭୦ ରନ୍‌ରେ ଅଲଆଉଟ୍ କରି ମୁକାବିଲାକୁ ଅତି ସହଜରେ ୭ ୱିକେଟ୍‌ରେ ଜିତିନେଇଛି ମହେନ୍ଦ୍ର ସିଂହ ଧୋନିଙ୍କ ଦଳ।…
Read More...

ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର, ଲୋକସଭା ନିର୍ବାଚନ ଲଢ଼ିବାକୁ ମନା କଲେ

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଲୋକସଭା ନିର୍ବାଚନ ଲଢ଼ିବାକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପଡ଼ିଛି । କୌଣସି ଦଳ ପାଇଁ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଅକ୍ଷୟ କୁମାର । କିଛି ଦିନ ତଳେ ଖିଲାଡି କୁମାର ବିଜେପି ପ୍ରାର୍ଥୀ ହେବେ ବୋଲି…
Read More...

ଫିଲ୍ମଫେୟାର ପୁରସ୍କାର ଘୋଷିତ, ରଣବୀର କପୁର ଶ୍ରେଷ୍ଠ ଅଭିନେତା, ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ

ମୁମ୍ବାଇ : ଗତ ସଂଧ୍ୟାରେ ଘୋଷିତ ହୋଇଛି ଫିଲ୍ମଫେୟାର ପୁରସ୍କାର ୨୦୧୮ । ମୁମ୍ବାଇରେ ଅନୁଷ୍ଠିତ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସଂଜୁ ଫିଲ୍ମ ପାଇଁ ରଣବୀର କପୁର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବାବେଳେ ଫିଲ୍ମ ରାଜି ପାଇଁ ଅଲିଆ ଭଟ୍ଟ ଶ୍ରେଷ୍ଠ…
Read More...

ଘୋଷଣା ହେଲା ଅମୀର ଖାନ୍‌ଙ୍କ ନୂଆ ସିନେମା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଅମୀର ଖାନ୍‌ ନିଜର ପରବର୍ତ୍ତୀ ସିନେମାର ନାଆଁ ଘୋଷଣା କରିଛନ୍ତି। ଏହି ସିନେମା ହେଲା ଓସ୍କାର ଆଓ୍ଵାର୍ଡ ଲାଭ କରିଥିବା ଫିଲ୍ମ ‘ଫରେଷ୍ଟ ଗଂପ୍‌’ର ରିମେକ୍‌। ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଅଦ୍ୱୈତ ଚନ୍ଦନ। ଅଦ୍ୱୈତ ଚନ୍ଦନ ପୂର୍ବରୁ ‘ସିକ୍ରେଟ୍‌…
Read More...

ନିର୍ବାଚନ ନ ଲଢ଼ିବା ସହ କୌଣସି ଦଳ ପାଇଁ ପ୍ରଚାର କରିବେ ନାହିଁ ସଲମାନ ଖାନ୍‌

ମୁମ୍ବାଇ : ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମାନ୍‌ ଖାନ୍‌ ନିର୍ବାଚନ ଲଢ଼ିବା ନେଇ ହେଉଥିବା ଚର୍ଚ୍ଚା ଉପରେ ପୁର୍ଣ୍ଣଛେଦ ପକାଇଛନ୍ତି । ହେଉଥିବା ସମସ୍ତ ଚର୍ଚ୍ଚାକୁ ଗୁଜବ ବୋଲି କହି ମୁଁ କୌଣସି ଦଳ ପାଇଁ ନ ଲଢ଼ିବା ସହ କୌଣସି ଦଳ ପାଇଁ ପ୍ରଚାର କରିବି ନାହିଁ ବୋଲି ଟୁଇଟ୍‌ କରି ଜଣାଇଛନ୍ତି…
Read More...

ଜେଟ ଏୟାରଲାଇନ୍ସ ଉପରେ ରାଗି ଗଲେ ମୌନି ରାଏ

ମୁମ୍ବାଇ: ଅଭିନେତ୍ରୀ ମୌନି ରାଏ ଏୟାରଲାଇନ୍ସ କମ୍ପାନି ଜେଟ ଏୟାରେଓ୍ଵଜ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଜେଟ ଏୟାରେଓ୍ଵଜ ସହିତ ନିକଟରେ କରିଥିବା ଯାତ୍ରାରେ ଅସ୍ୱାଭାବିକ ଅନୁଭବ କରିଛନ୍ତି। ଜେଟ ବିମାନରେ ଯାତ୍ରା କରୁଥିବା ମୌନି ବିମାନରେ ଆଟେଣ୍ଡେଣ୍ଟଙ୍କ ଖରାପ ବ୍ୟବହାର ନେଇ…
Read More...

“କନ୍ଧମାଳ ଅଞ୍ଚଳ ମୋର ଦ୍ୱିତୀୟ ଘର”

ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ସହ "ହୀରାଞ୍ଚଳ'ର ବିଶେଷ ସାକ୍ଷାତକାର ଆଉ ଦିନ କେଇଟା ଗଲେ ସାଧାରଣ ନିର୍ବାଚନ । ରାଜ୍ୟରେ ଏକାସାଙ୍ଗରେ ଲୋକସଭା ଓ ବିଧାନସଭା ନିମନ୍ତେ ମତଦାନ ଅନୁଷ୍ଠିତ ହେଉଛି । ଦଳମାନେ ପ୍ରସ୍ତୁତ, ପ୍ରାର୍ଥୀମାନେ ବି ପ୍ରସ୍ତୁତ ହେଲେ ଆମ ଭୋଟରମାନେ କେତେ ପ୍ରସ୍ତୁତ…
Read More...

ଲିଚୁରେ ଥିବା ଫାଇଦା ବିଷୟରେ ଜାଣିଛନ୍ତି କି ?

ଏବେ ବଜାରରେ ଲିଚୁ କୋଳି ଭରପୁର ମାତ୍ରାରେ ଦେଖିବାକୁ ମିଳୁଛି। ହେଲେ କଣ ଆପଣ ଏହା ମଧ୍ୟରେ ରହିଥିବା ଫାଇଦା ବିଷୟରେ ଜାଣିଛନ୍ତି କି? ତେବେ ଆଜି ଆମେ ଆପଣଙ୍କୁ ଲିଚୁ କୋଳିରେ ରହିଥିବା ସେହି ଫାଇଦା ବିଷୟରେ କହିବୁ ଯାହାକି କି କର୍କଟ ରୋଗ ଭଳି ମହାମାରୀ ରୋଗପାଇଁ ମହୌଷଧି ଭଳି କାର୍ଯ୍ୟ…
Read More...

ପ୍ରତିଦିନ ମହୁ ଓ ରସୁଣ ରସ ପିଇଲେ ମିଳିବ ଅବିଶ୍ୱସନୀୟ ଫଳାଫଳ

ପୂର୍ବରୁ ଘରୋଇ ଉପାୟରେ ଅନେକ ସମସ୍ୟାର ସମାଧାନ ସଂପର୍କରେ ଆଲୋଚନା କରି ସାରିଛେ। ଆଜି ଯେଉଁ ମିଶ୍ରଣ ସଂପର୍କରେ ଆମେ ଆପଣଙ୍କୁ କହିବୁ ତାହା ହୁଏତ ଆପଣଙ୍କୁ ଅସହଜ ମନେ ହୋଇପାରେ ମାତ୍ର ଆପଣଙ୍କୁ ସୁସ୍ଥ ରଖିବା ପାଇଁ ଏହା ହେଉଛି ସର୍ବଶ୍ରେଷ୍ଟ ଘରୋଇ ଉପଚାର। ମହୁ ଓ ରସୁଣର ମିଶ୍ରଣ…
Read More...

ଶୋଇବା ପୂର୍ବରୁ ମୌସୁମୀ ଜୁସ୍‌ ପିଇଲେ ଭଲ ନିଦ ଆସେ

ଆମ ଭତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ନିୟମିତଭାବେ ବିଳମ୍ବିତ ରାତ୍ରିରେ ଖାଦ୍ୟ ଗ୍ରହଣ କରିଥାନ୍ତି। କେଉଁ କାରଣରୁ ସେମାନେ ଏହା କରିଥାନ୍ତି ତାହା ଆମର ଆଲୋଚନାର ବିଷୟ ନୁହେଁ। କେବଳ ଭୋଜନ କରିବା ପରେ ସଙ୍ଗେ ସଙ୍ଗେ ଶୋଇଲେ ଓଜନ ବଢ଼ିଯାଇଥାଏ ବୋଲି କିଛି ଲୋକଙ୍କର ବିଶ୍ୱାସ ରହିଛି…
Read More...