Monthly Archives

March 2019

କଂଗ୍ରେସ ଭବନ ଭଙ୍ଗାରୁଜା ଘଟଣାରେ ୪ ଗିରଫ

ଭୁବନେଶ୍ୱର : ଟିକେଟ୍ କଟିବା ଘଟଣାକୁ କେନ୍ଦ୍ର କରି ଗତ ତିନିଦିନ ତଳେ କଂଗ୍ରେସ ଭବନରେ ଭଙ୍ଗାରୁଜା କରିଥିବା ଘଟଣାରେ ୪ଜଣଙ୍କୁ ଆଜି ପୁଲିସ ଗିରଫ କରିଛି । ଭୁବନେଶ୍ୱର ଏକାମ୍ର ରଶ୍ମି ମହାପାତ୍ରଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଅନ୍ୟତମ ଟିକେଟ ଆଶୟୀ ଶେଖ୍ ଅମିର ଅହମ୍ମଦ ଓ ତାଙ୍କର…
Read More...

ବିଦ୍ରୋହୀଙ୍କୁ ନେଇ ଭାଜପା ଅଡ଼ୁଆ ରେ ପଡିଛି

ସମ୍ବଲପୁର, ବର୍ତ୍ତମାନ ଓଡିଶା ରେ ସାଧାରଣ ନିର୍ବାଚନ ଅନୁସାରେ ଲୋକସଭା ଓ ବିଧାନସଭା ପାଇଁ ମତଦାନ ଏକସାଥିରେ ହେବା ଦୃଷ୍ଟିରୁ ଶାସକ ପକ୍ଷ ବିଜୁ ଜନତା ଦଳ କୁ ଭାରତୀୟ ଜନତା ପାର୍ଟି ଭଲ ଟକ୍କର ଦେଇ ପାରିବ ବୋଲି ଆଶା କରାଯାଏ । କିନ୍ତୁ ପ୍ରାର୍ଥୀମାନଙ୍କୁ ଟିକଟ ଦେବା ଘୋଷଣା ପରେ ଅନେକ…
Read More...

ବର୍ଷିୟାନ ସ୍ୱାଧୀନତା ସେନାନୀଙ୍କ ଠାରୁ ଆଶିର୍ବାଦ ଭିକ୍ଷା କଲେ ଭାଜପା ପ୍ରାର୍ଥୀ

ସମ୍ବଲପୁର, ବର୍ତ୍ତମାନ ରାଜନୀତି ଯେଉଁ ଦ୍ରୁତ ଗତିରେ ଯାଉଛି, ସେଥିରେ ପୁରାତନ ମୂଲ୍ୟବୋଧ ପାଇଁ ସ୍ଥାନାଭାବ ଦେଖାଯାଏ କିନ୍ତୁ ଏହି ପ୍ରଚଳିତ ଧାରା ର ବ୍ଯତିକ୍ରମ ସ୍ବରୂପ ଏଠାରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଏକ ଦୃଷ୍ଟାନ୍ତ ପ୍ରସ୍ତୁତ କରିଛନ୍ତି । ଭାଜପା ରାଷ୍ଟ୍ରୀୟ ସମ୍ପାଦକ ତଥା…
Read More...

ବିଜେପୁରରୁ ପ୍ରାର୍ଥୀପତ୍ର ଦାଖଲ କଲେ ନବୀନ

ଭୁବନେଶ୍ୱର :ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁର ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅପରାହ୍ନ ସାଢେ ଗୋଟାଏରେ ପଦ୍ମପୁର ସ୍ଥିତ ଶକ୍ତିଭଟା ଏୟାରଷ୍ଟ୍ରିପ୍ରେ…
Read More...

ସମର୍ଥକ ଓ କର୍ମୀଙ୍କ ସହ ପଟୁଆରରେ ନାମାଙ୍କନ ଦାଖଲ କଲେ ଅଚ୍ୟୁତ ସାମନ୍ତ

ଫୁଲବାଣି, ଆଜି କନ୍ଧମାଳ ଲୋକସଭା ଅସନପାଇଁ ଫୁଲବାଣୀରେ ବିପୁଳ ସମର୍ଥକ କର୍ମୀ ଓ ଶୁଭେଚ୍ଛୁଙ୍କ ଗହଣରେ ଏକ ବିରାଟ ପଟୁଆରେ ଚାଲିଚାଲି ଆସି କନ୍ଧମାଳ ଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କଲେ ବିଜୁ ଜନତା ଦଳର ସାଂସଦୀୟ ପ୍ରାର୍ଥି ଡ.ଅଚ୍ୟୁତ ସାମନ୍ତ । ଆଜି ସ୍ଥାନୀୟ…
Read More...

ଶାନ୍ତିନଗର ନିବାସୀ ଭୋଟ ବର୍ଜନ କରିବେ

ସମ୍ବଲପୁର ସହରର ଏକ ପ୍ରତିପତ୍ତିସମ୍ପନ୍ନ ଅଞ୍ଚଳ ଶାନ୍ତିନଗର ନିବାସୀ ଆଜି ଜିଲ୍ଲା ପ୍ରଶାସନ ପାଖରେ ଫେରାଦ ହୋଇ ଏଥର ଭୋଟ ବର୍ଜନ କରିବା ବିଷୟରେ ଜଣାଇଛନ୍ତି । ସେମାନେ କହିବା ଅନୁସାରେ ତାଙ୍କ ଅଞ୍ଚଳରେ ପ୍ରାୟ ୫୦୦ ସମ୍ପନ୍ନ ପରିବାର ବସବାସ କରନ୍ତି ଓ ସେମାନଙ୍କ ପାଖରେ ପ୍ରାୟ ୨୦୦୦ ମତଦାତା…
Read More...

ଚତୁର୍ଥ କନ୍ୟାକୁ ଜନ୍ମ ଦେବାରୁ ପତ୍ନୀକୁ ନିଆଁ ଲଗାଇ ଜାଳିଦେଲା ପତି

ଲକ୍ଷ୍ନୌ: ଆଲ୍ଲାବାଦ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କର ପରକିୟା ପ୍ରୀତି ଉପରେ ପ୍ରଶ୍ନ ଉଠାଇବାରୁ ସ୍ୱାମୀ ହାତରେ ନିଜ ଜୀବନ ଯାଇଥିବା ଜାଣିବାକୁ ମିଳିଛି। ମୌଓ୍ଵାମ ପୁଲିସ୍‌ ଷ୍ଟେସନ୍‌ ଅଧୀନରେ ଥିବା ଦମଦମା ଗ୍ରାମରେ ଗୁରୁବାର ରାତିରେ ଏପରି…
Read More...

୪ କୁଇଣ୍ଟାଲ୍‌ ଗଞ୍ଜେଇ ଭର୍ତ୍ତି ଟ୍ରକ୍‌ ଜବତ

ଛତ୍ରପୁର : ଗାଞ୍ଜାମ ଉପକଣ୍ଠ ଜଙ୍ଗଲରୁ ହରିଆନାକୁ ଲମ୍ବିଛି ଗଞ୍ଜେଇ ଚୋରା ଚାଲାଣର ଚେର। ଦିଗପହଣ୍ଡି ଓ ଚିକିଟି ଅଞ୍ଚଳରୁ ହରିଆନାକୁ ଗଞ୍ଜେଇ ଚାଲାଣ ହେଉଥିବାବେଳେ କେନ୍ଦ୍ରୀୟ ନାରକୋଟିକ୍ସ୍‌ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଭୁବନେଶ୍ବର ସ୍ବତନ୍ତ୍ର ଟିମ୍‌ ଚଢାଉ କରିଥିଲା। ଚଢ଼ାଉ ପରେ…
Read More...

ଆଇପିଏଲ୍‌ ଜିତି ନ ଥିବାରୁ ଚିନ୍ତିତ ନୁହେଁ: କୋହଲି

ଚେନ୍ନାଇ: ଆଇପିଏଲ୍ ଟ୍ରଫି ଜିତି ନ ଥିବାରୁ ମୁଁ ଆଦୌ ବ୍ୟର୍ଥତାରେ ନାହିଁ, ଏଥି ପାଇଁ ବି ଚିନ୍ତିତ କି ବିବ୍ରତ ନୁହେଁ ବୋଲି କହିଛନ୍ତି ରୟାଲ୍‌ ଚାଲେଞ୍ଜର୍ସ ବାଙ୍ଗା‌ଲୋର ଅଧିନାୟକ ବିରାଟ କୋହଲି। କିଛି ଦିନ ତଳେ କୋହଲିଙ୍କ ନୂଆଦିଲ୍ଲୀ ସାଥୀ ଗୌତମ ଗମ୍ଭୀର କହିଥିଲେ ଟ୍ରଫି ନ ଜିତି ଏତେ…
Read More...