Monthly Archives

April 2019

ବିଜେପି ବିଧାୟକ ପ୍ରାର୍ଥୀଙ୍କ ପ୍ରଚାର ଗାଡିରୁ ଟଙ୍କା ଜବତ

ଢେଙ୍କାନାଳ: ବିଜେପି ବିଧାୟକ ପ୍ରାର୍ଥୀଙ୍କ ପ୍ରଚାର ଗାଡିରୁ ଟଙ୍କା ଜବତ କଲେ ଫ୍ଲାଇଂ ସ୍କ୍‌ୱାର୍ଡ ଅଧିକାରୀ। ଢେଙ୍କାନାଳ ହିନ୍ଦୋଳ ଆସନରୁ ଲଢ଼ୁଥିବା ବିଜେପି ପ୍ରାର୍ଥୀ ଅଶୋକ ନାୟକଙ୍କ ପ୍ରଚାର ଗାଡିରୁ ୪ ଲକ୍ଷ ଟଙ୍କା ଜବତ କରିଛି ସ୍ପେଶାଲ ଫ୍ଲାଇଂ ସ୍କ୍ଵାର୍ଡ। ଢେଙ୍କାନାଳ
Read More...

ଗୁଳିମାଡରେ ମହିଳା ପୁଲିଂ ସୁପରଭାଇଜରଙ୍କ ମୃତ୍ୟୁ

ଫୁଲବାଣୀ: ନିର୍ବାଚନକୁ ବିରୋଧ କରୁଥିବା ମାଓବାଦୀମାନେ କନ୍ଧମାଳ ଜିଲ୍ଲାରେ ହିଂସା ଭିଆଇଥିବା ନଜରକୁ ଆସିଛି।ମିଳିଥିବା ସୂଚନା ଅନୁସାରେ, ମାଓବାଦୀଙ୍କ ଗୁଳିରେ କନ୍ଧମାଳ ଜିଲ୍ଲାର ଗୋଛାପଡ଼ା-ବାନ୍ଦାପାଡା ଠାରେ ମାଓବାଦୀଙ୍କ ଗୁଳିମାଡରେ ଜଣେ ମହିଳା ପୁଲିଂ ସୁପରଭାଇଜରଙ୍କ ମୃତ୍ୟୁ ହୋଇଥିବା
Read More...

ବାବା ରାମଦେବ – ନରେନ୍ଦ୍ର ମୋଦୀଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରିବା ଦରକାର

ଜୟପୁର: ଯୋଗଗୁରୁ ବାବା ରାମଦେବ ଗତକାଲି କ୍ରୀଡ଼ା ଏବଂ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହଙ୍କ ରାଠୋର ପ୍ରାର୍ଥୀପତ୍ର ଦାଖଲ ସମୟରେ ଉପସ୍ଥିତ ଥିଲେ। ଜୟପୁର ଗ୍ରାମୀଣ ଆସନରୁ ରାଜ୍ୟବର୍ଦ୍ଧନ ସିଂହ ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ସେ
Read More...

କାଦପଡା ରାମଲୀଳା ଯାତ୍ରା : “ରାମ ସୀତାଙ୍କ ବାହାଘର’ ମଞ୍ଚସ୍ଥ

ଆଠମଲ୍ଲିକ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କାଦପଡାର ମାରୁତି ମଣ୍ଡପରେ ଚାଲିଥିବା ରାମଲୀଳା ଯାତ୍ରାର ଦ୍ୱିତୀୟ ସଂଧ୍ୟାରେ "ରାମ-ସୀତାଙ୍କ ବାହାଘର' ନାଟକ ମଞ୍ଚସ୍ଥ ହୋଇଯାଇଛି । ଏହା ବ୍ୟତୀତ ତାଡକା ବଧ, ଶିବଧନୁ ଭଗ୍ନ, ରାମ-ପର୍ଶୁରାମ ଭେଟ ଆଦି ମଞ୍ଚରେ ଲୀଳାଭିନୟ କରାଯାଇଥିଲା
Read More...

ସଙ୍କଳ୍ପ ଓ ନାରା ସହିତ ପଦ୍ମଚିହ୍ନ ପାଇଁ ମୋଦି ଭୋଟ ମାଗିଲେ

ସମ୍ବଲପୁର, ସାଧାରଣ ନିର୍ବାଚନରେ ପ୍ରଚାର ପରିପ୍ରେକ୍ଷୀରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଠାରେ ଜନସାଧାରଣ ଙ୍କ ସହିତ ସଙ୍କଳ୍ପ ଓ ନାରା ଦୋହରାଇ ପଦ୍ମଚିହ୍ନ ରେ ଭୋଟ ଦେଇ ଭାରତୀୟ ଜନତା ପାର୍ଟି ର ହାତମୁଠା କୁ ଟାଣ କରିବା ପାଇଁ ଅନୁରୋଧ କଲେ । ସ୍ଥାନୀୟ ରେମେଡ ଛକ ଓ ରାଷ୍ଟ୍ରୀୟ
Read More...

ବିଶ୍ୱକପ୍‌ ୨୦୧୯ ର ଖେଳସୂଚୀ

ନୂଆଦିଲ୍ଲୀ: ଇଂଲଣ୍ଡରେ ଆଗାମୀ ମେ’ ମାସ ୩୦ରୁ ଆରମ୍ଭ ହେଉଥିବା କ୍ରିକେଟ ବିଶ୍ୱକପ୍‌ ପାଇଁ ସୋମବାର ୧୫ ଜଣିଆ ଭାରତୀୟ ଟିମ୍‌ ଘୋଷଣା ହୋଇଛି। ବିରାଟ କୋହଲି ଅଧିନାୟକ ପଦ ବଜାୟ ରଖିଥିବା ବେଳେ ରୋହିତ୍‌ ଶର୍ମା ପୂର୍ବବତ ଉପଅଧିନାୟକ ପଦରେ ରହିଛନ୍ତି। ଦଳରେ ସାମିଲ ଅଛନ୍ତି ମହେନ୍ଦ୍ର ସିଂହ
Read More...

ଗରମ କଢାଇ ରେ ସିଝୁଛି ପଶ୍ଚିମ ଓଡିଶା

ସମ୍ବଲପୁର, ଆଜି ସହିତ ଗତକାଲି ମହାବିଷୁବ ସଙ୍କ୍ରାନ୍ତି ଦୁଇଦିନ ଧରି ଉତ୍ତପ୍ତ ଖରା ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମଗ୍ର ପଶ୍ଚିମ ଓଡିଶାର ସ୍ଥିତି ଗରମ କଢାଇ ରେ ସିଝିଲା ପରି ହୋଇ ରହିଛି । ଧରାପୃଷ୍ଠ ଓ ବାୟୁମଣ୍ଡଳ ର ଉତ୍ତପ୍ତ ତାପମାତ୍ରା ଯୋଗୁଁ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ
Read More...

ମୋଦିଙ୍କ ମଙ୍ଗଳବାର ଦିନର ନିର୍ବାଚନୀ ସଭା ସମ୍ବଲପୁର ରୁ ଆରମ୍ଭ, ଭାଜପା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ବିବରଣୀ…

ସମ୍ବଲପୁର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଆସନ୍ତା ଏପ୍ରିଲ ୧୬ ତାରିଖ ମଙ୍ଗଳବାର ଦିନର ନିର୍ବାଚନୀ ସଭା ସମ୍ବଲପୁର ରୁ ଆରମ୍ଭ କରିବେ । ଦିଲ୍ଲୀରୁ ବିଶେଷ ବିମାନ ଯୋଗେ ଝାରସୁଗୁଡା ଓ ସେଠାରୁ ବିଶେଷ ହେଲିକପ୍ଟର ଦ୍ବାରା ସ୍ଥାନୀୟ ରେମେଡଛକ ନିକଟସ୍ଥ ସଭାସ୍ଥଳକୁ ପୂର୍ବାହ୍ନ ୧୦ଟା
Read More...