Monthly Archives

August 2019

ଆଇଏମ୍ଡ଼ିର ପୂର୍ବାନୁମାନ : ଅଗଷ୍ଟ ଓ ସେପ୍ଟେମ୍ବରରେ ଭଲ ବର୍ଷା ହେବ

ନୂଆଦିଲ୍ଲୀ : ଗତ ଜୁନ୍ ଓ ଜୁଲାଇ ମାସରେ ପୂର୍ବାନୁମାନ ଅନୁସାରେ ବୃଷ୍ଟିପାତ ହେଲାନାହିଁ । ଏହି ଦୁଇମାସରେ ଦେଶରେ ନିଅଣ୍ଟିଆ ବୃଷ୍ଟିପାତ ହୋଇଛି । ଯେଉଁଥିପାଇଁ ଚାଷୀମାନେ ସମସ୍ୟାରେ ପଡ଼ିଛନ୍ତି । ତେବେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସ୍ୱାଭାବିକ ବୃଷ୍ଟିପାତ ହେବ । ଏଭଳି ପୂର୍ବାନୁମାନ…
Read More...

ସାଇକୋ କିଲର ନାରାୟଣ ଗିରଫ

ଭୁବନେଶ୍ୱର : କଟକ ଟ୍ରିପଲ ମର୍ଡର ଭାବେ ଅଭିଯୁକ୍ତ ଭାବେ ଦର୍ଶାଯାଉଥିବା ନୟାଗଡର ନାରାୟଣ ସାହୁକୁ ଆଜି ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି । ଏ ସଂପର୍କରେ କଟକ ଡିସିପି ଅଖିଲେଶ ସିଂ କହିଛନ୍ତି ଯେ, ନାରାୟଣ ତିନୋଟି ହତ୍ୟାକାଣ୍ଡରୁ ଦୁଇଟିରେ ସଂପୃକ୍ତ ଥିବା ତଥ୍ୟ ପ୍ରମାଣ ମିଳିଛି…
Read More...

ସବୁକିଛି ହାସଲ କରିସାରିଛି : ସାନିଆ ମିର୍ଜା

ନୂଆଦିଲ୍ଲୀ : ମୋର ବିଶାଳ ଓ ଲମ୍ବା ଟେନିସ୍ କ୍ୟାରିୟରରେ ମୁଁ ସବୁକିଛି ହାସଲ କରିସାରିଛି । ଐତିହାସିକ ଉପଲବ୍ôଧ ମଧ୍ୟ ପାଇଛି । ତେଣୁ କ୍ୟାରିୟରରେ ଆଉ କିଛି ବି ପ୍ରମାଣିତ କରି ଦେଖାଇବାର ଅବକାଶ ନାହିଁ । ଆଗକୁ ଯେଉଁ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବି ତାହା ମୋ ପାଇଁ ଏକ ବୋନସ ହେବ…
Read More...

ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍ ଗାଡି,7ଜଣ ଆହତ

କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମିଡିଆକିଆ ଘାଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍ ଗାଡି,ସାତଜଣ ଆହତ। ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ରେ ଭର୍ତ୍ତି କରାଇଛନ୍ତି । …
Read More...

ଦାରିଙ୍ଗବାଡି ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ପୋଲିସ ପକ୍ଷରୁ ସିମନବାଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ଦାରିଙ୍ଗବାଡି ଅଞ୍ଚଳକୁ ଅପରାଧ ମୁକ୍ତ କରିବାସହ ଟ୍ରାଫିକ୍ ସମସ୍ୟା କିପରି ଦୁର କରାଯାଇ ପାରିବ ସେନେଇ ଆଲୋଚନା ହୋଇଥିଲା ଏହି…
Read More...