Monthly Archives

August 2019

ଟ୍ରାନ୍‍ସଜେଣ୍ଡର ଅଧିକାର ସୁରକ୍ଷା ବିଲ୍‍-୨୦୧୯- ଟ୍ରାନ୍‍ସଜେଣ୍ଡରଙ୍କ ସମ୍ମାନର ବଞ୍ଚିବାର ଅଧିକାର ସୁନିଶ୍ଚିତ କରିବ:…

ଭୁବନେଶ୍ୱର: ଟ୍ରାନ୍‍ସଜେଣ୍ଡର (ଅଧିକାର ସୁରକ୍ଷା) ବିଲ୍‍-୨୦୧୯ ଟ୍ରାନ୍‍ସଜେଣ୍ଡରଙ୍କୁ ସମାଜରେ ଅନ୍ୟମାନଙ୍କ ଭଳି ସମ୍ମାନର ସହ ବଞ୍ଚିବାର ଅଧିକାର ସୁନିଶ୍ଚିତ କରିବ ବୋଲି ସାଂସଦ ଅଚ୍ୟୁତ ସାମନ୍ତ କହିଛନ୍ତି । ଆଜି ଲୋକସଭାରେ ଟ୍ରାନ୍‍ସଜେଣ୍ଡର (ଅଧିକାର ସୁରକ୍ଷା) ବିଲ୍‍ ୨୦୧୯ ଆଲୋଚନାରେ…
Read More...

ରାମାୟଣର ସୀତା ସାଜିବେ ଦୀପିକା

ବଲିଉଡ୍ ସୁନ୍ଦରୀ ଦୀପିକା ପାଦୁକୋନ୍ ଖୁବ୍ ଶୀଘ୍ର ରାମାୟଣର ସୀତା ଚରିତ୍ରରେ ପର୍ଦ୍ଦାକୁ ଓହ୍ଲାଇବେ । ଆଉ ତାଙ୍କର ରାମ କିଏ ହେବେ ଜାଣନ୍ତି? ହ୍ରିତିକ୍ ରୋଶନ୍ । ଆପଣ ତ ଜାଣନ୍ତି, ହ୍ରିତିକ୍ ରୋଶନଙ୍କ ଅଭିନୀତ ‘ସୁପର୍ ୩୦’ ବକ୍ସ ଅଫିସରେ ସଫଳ ହେବା ପରେ ତାଙ୍କୁ ନିଜ ନିଜ ଫିଲ୍ମରେ ନେବା…
Read More...

୬ରେ ଆଉ ଏକ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବହୀନ ହେବା ପରେ ଆସନ୍ତା ୬ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ଯାହାର ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ଏହା ୭ ତାରିଖ ଯାଏଁ ଲାଗି ରହିବ…
Read More...

ଚନ୍ଦ୍ରଯାନ-୨ରୁ ଆସିଲା ପ୍ରଥମ ଫଟୋଚିତ୍ର

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ତା'ର ଚନ୍ଦ୍ର ମିଶନ୍ରେ ଆଉ ଏକ ଉଲ୍ଲେଖନୀୟ ଉପଲବ୍ôଧ ହାସଲ କରିଛି । ଚନ୍ଦ୍ରଯାନ-୨ ଦ୍ୱାରା ଉତ୍ତୋଳିତ ଚିତ୍ର ଇସ୍ରୋ ବୈଜ୍ଞାନିକଙ୍କ ହାତରେ ଲାଗିଛି । ଏହି ଚିତ୍ରଟି ହେଉଛି ପୃଥିବୀର । ଏଥିରେ ଏକାଧିକ ଚିତ୍ର ରହିଛି । ତାହା…
Read More...

କାଶ୍ମୀର ଛାଡିବାକୁ କ୍ରିକେଟ୍ ଖେଳାଳିମାନଙ୍କୁ ନିର୍ଦ୍ଦେଶ

ଶ୍ରୀନଗର: ଜମ୍ମୁ-କାଶ୍ମୀର ପାଇଁ ରାଜ୍ୟ ସରକାର ଶୁକ୍ରବାର ଆଡଭାଇଜରୀ ଜାରି କରିବା ପରଠାରୁ ସମଗ୍ର ରାଜ୍ୟରେ ଅଭୁତପୂର୍ବ ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରଥମେ ଅମରନାଥ ଯାତ୍ରୀମାନଙ୍କୁ ନିଜ ନିଜ ଘରକୁ ଫେରିଯିବାକୁ କୁହାଯାଇଥିଲା । ଆଜି କ୍ରିକେଟରମାନଙ୍କୁ ଯଥଶୀଘ୍ର ରାଜ୍ୟ ଛାଡ଼ି…
Read More...

ବାଡ଼ିରେ ଏହି ସବୁ ଗଛ ଲଗାଇଲେ ଶୁଭ

ସମସ୍ତେ ଚାହାନ୍ତି ପରିବାରର ସୁଖଶାନ୍ତି ବଜାୟ ରହୁ। ଧନଧାନ୍ୟରେ ପୁରି ଉଠୁ। ସମସ୍ୟା ନ ଆସୁ। ହେଲେ ଆପଣଙ୍କ ଘରେ ଯଦି ବାସ୍ତୁ ଦୋଷ ଥାଏ ତେବେ ଆପଣଙ୍କ ଇଚ୍ଛା ଓ ସ୍ୱପ୍ନ ପୂରଣରେ ବାଧକ ସାଜିଥାଏ। ଏହି ବାସ୍ତୁଦୋଷ ଦୂର ପାଇଁ କିଛି ପ୍ରତିକାର ମଧ୍ୟ ଅଛି। ଆସନ୍ତୁ ସେହି ଉପାୟ ଗୁଡ଼ିକ ଜାଣିବା…
Read More...

କିଟ୍‍ ବିଶ୍ୱବିଦ୍ୟାଳୟକୁ ମିଳିଲା ଇନଷ୍ଟିଚ୍ୟୁଟ୍‍ ଅଫ୍‍ ଏମିନେନସ ମାନ୍ୟତା

ଭୁବନେଶ୍ୱର : କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଚଳିତବର୍ଷ ଦେଶର ଶ୍ରେଷ୍ଠ ୫ଟି ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ୭ଟି ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟକୁ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ଏମିନେନସ ମାନ୍ୟତା ପ୍ରଦାନ କରାଯାଇଛି । ଓଡ଼ିଶାର ଏକ ମାତ୍ର ଉଚ୍ଚତର ଶିକ୍ଷାନୁଷ୍ଠାନ ଭାବେ କିଟ୍‍…
Read More...

ଧୋନିଙ୍କୁ ୭ ନମ୍ବରରେ ପଠାଇବା ମୋ ନିଷ୍ପତ୍ତି ନଥିଲା: ବାଙ୍ଗର

ନୂଆଦିଲ୍ଲୀ: ବିଶ୍ୱକପରେ ଭାରତର ବିପର୍ଯ୍ୟୟ ପରଠାରୁ ସୃଷ୍ଟି ହୋଇଥିବା ବିବାଦ ଥମିବା ପରିବର୍ତ୍ତେ ବ୍ୟାପକ ହେବାରେ ଲାଗିଛି । ପ୍ରତିଦିନ ଏହି ପ୍ରସଙ୍ଗକୁ ନେଇ କିଛି ନା କିଛି ବିତର୍କ ସୃଷ୍ଟି ହେଉଛି । ଏବେ ବିଶ୍ୱକପ୍ର ଏକ ମ୍ୟାଚରେ ମହେନ୍ଦ୍ର ସିଂ ଧୋନିଙ୍କୁ ସାତ ନମ୍ବରରେ ବ୍ୟାଟିଂ…
Read More...

ପ୍ରତିଷ୍ଠା ହେବ ନୂତନ ରାଷ୍ଟ୍ରାୟତ ଉଦ୍ୟୋଗ କାବିଲ

ନୂଆଦିଲ୍ଲୀ : ତିନୋଟି ରାଷ୍ଟ୍ରାୟତ ଉଦ୍ୟୋଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ), ହିନ୍ଦୁସ୍ତାନ କପର ଲିମିଟେଡ (ଏଚସିଏଲ) ଓ ମିନେରାଲ ଏକ୍ସପ୍ଲୋରେସନ କମ୍ପାନୀ ଲିମିଟେଡ (ଏମିସିଏଲ)ର ସହଭାଗୀତାରେ ଖଣିଜ ବିଦେଶ ଇଣ୍ଡିଆ ଲିମିଟେଡ (କାବିଲ) ନାମକ ଏକ ଯୌଥ ଉଦ୍ୟୋଗ ପ୍ରତିଷ୍ଠା…
Read More...