Monthly Archives

August 2019

ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ

କଟକ: ଓଡିଶା ପୁଲିସର ନୂତନ ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ ଶ୍ରୀ ବିଜୟ କୁମାର ଶର୍ମା ଆଜି ପୂର୍ବାହ୍ନରେ କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟଠାରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଶର୍ମା ପୁଲିସ ମୁଖ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବା ସହ ଉପସ୍ଥିତ ବରିଷ୍ଠ…
Read More...

ଝଟକା ଖାଇ ପାକିସ୍ତାନ ବ୍ୟତିବ୍ୟସ୍ତ

ନୂଆଦିଲ୍ଲୀ : ଭାରତ ସରକାରଙ୍କ ୩୭୦ ଧାରା ଉଚ୍ଛେଦ ପଦକ୍ଷେପ ପାକିସ୍ତାନକୁ ଏଭଳି ଶକ୍ତ ଝଟ୍କା ଦେଇଛି, ଯେଉଁଥିରେ ଏହି ପଡୋଶୀ ଦେଶ ଭୀଷଣ ଭାବରେ ବିବ୍ରତ ଓ ବାଉଳାଚାଉଳା ହୋଇପଡ଼ିଛି । ରାଗରେ ରକ୍ତ ଚାଉଳ ଚୋବାଇଲା ଭଳି ଅବସ୍ଥା ଏହାର ହୋଇଛି । ମାନସିକ ଭାରସାମ୍ୟ ହରାଇ ପାକିସ୍ତାନ…
Read More...

ମଙ୍ଗଳବାରରେ ହନୁମାନଙ୍କୁ ପୂଜା କରନ୍ତୁ

ମଙ୍ଗଳବାର ଭଗବାନ ହନୁମାନଙ୍କ ଦିନ । ଏହି ଦିନ କେତେକ ଲୋକ ବ୍ରତ ମଧ୍ୟ କରିଥାନ୍ତି । ମଙ୍ଗଳବାର ମଙ୍ଗଳ ଗ୍ରହକୁ ଶାନ୍ତ କରିବା ପାଇଁ ବିଭିନ୍ନ ପୂଜା ମଧ୍ୟ କରାଯାଇଥାଏ । କୁହାଯାଏ କି ଏହି ପୂଜା ଦ୍ୱାରା ଜମି ସମ୍ବନ୍ଧିତ କାର୍ଯ୍ୟରେ ବିଶେଷ ଲାଭ ମିଳିପାରେ ଏବଂ ଆପଣଙ୍କ ଉପରେ ପ୍ରଭୂ…
Read More...

ସୁଷମା ସ୍ୱରାଜଙ୍କୁ କ୍ରୀଡ଼ା ଜଗତର ଶ୍ରଦ୍ଧାଞ୍ଜଳି : ସେ ଥିଲେ ଲୋକଙ୍କ ନେତ୍ରୀ

ନୂଆଦିଲ୍ଲୀ: ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପିର ତୁଙ୍ଗ ନେତ୍ରୀ ସୁଷମ ସ୍ୱରାଜଙ୍କ ବିୟୋଗରେ କ୍ରୀଡ଼ା ଜଗତ ମଧ୍ୟ ସ୍ତମ୍ଭୀଭୂତ ହୋଇଛି । ତାଙ୍କ ମୃତ୍ୟୁ ସମଗ୍ର କ୍ରୀଡ଼ା ଜଗତକୁ ଶୋକାଭିଭୂତ କରିଛି । କ୍ରୀଡ଼ା ଜଗତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛି ଯେ, ସୁଷମା ସ୍ୱରାଜ କେବଳ…
Read More...

ସୁଷମା ସ୍ୱରାଜଙ୍କ ଶେଷକୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ: ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ଏବଂ ଜଣେ ଖ୍ୟାତିସମ୍ପନ୍ନ ରାଷ୍ଟ୍ରନୀତିଜ୍ଞ ସୁଷମା ସ୍ୱରାଜଙ୍କର ଆଜି ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶେଷକୃତ୍ୟ ପାଇଁ ତାଙ୍କୁ ଶୋଭାଯାତ୍ରାରେ ନିଆଯାଉଥିବା ବେଳେ ଏକ ଅଭୁତପୂର୍ବ ଦୃଶ୍ୟ ଦେଖିବାକୁ…
Read More...

ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ : କନ୍ଧମାଳ ଜିଲ୍ଲାରେ ମସଲା କାରଖାନା ପ୍ରତିଷ୍ଠା କରିବ ଏମଡିଏଚ୍

ନୂଆଦିଲ୍ଲୀ : ଓଡ଼ିଶାର ସ୍ୱାର୍ଥ ଓ ବିକାଶ ପାଇଁ କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ ବିଭିନ୍ନ ସମୟରେ ଅଭିନବ ପ୍ରୟାସ କରି ଆସୁଛନ୍ତି । ଏହି ପ୍ରୟାସରେ ସେ ସଫଳତା ମଧ୍ୟ ଲାଭ କରିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟକୁ ପୂରଣ କରିବା କ୍ଷେତ୍ରରେ ମଧ୍ୟ ସେ ନିଷ୍ଠାର…
Read More...

ଲଗାଣ ବର୍ଷାରେ ବେହାଲ୍ ବାଲିଗୁଡା

ବାଲିଗୁଡା : ସାରା ରାଜ୍ୟରେ ଲାଗିରହିଛି ବର୍ଷା । ଲଗାଣ ବର୍ଷାରେ ବେହାଲ୍ କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଞ୍ଚଳ । ଲଗାଣ ବର୍ଷାରେ ବାଲିଗୁଡା ବ୍ଲକ୍ ବାଟାଗୁଡା ୫୯ନଂ ଜାତୀୟ ରାଜପଥର ଅସ୍ଥାୟୀ କଲଭର୍ଟ ଉପରେ ଚାଲିଛି ପାଣି । ଉଭୟ ପାର୍ଶ୍ଵରେ ଅଟକି ରହିଛି ଶହଶହ ଗାଡ଼ି । ସେପଟେ…
Read More...

ଗଞ୍ଜେଇ ସହ ଚାଲାଣକାରୀଙ୍କୁ କାବୁ କଲା ପୁଲିସ

ଗଞେଇ ଚୋରା ଚାଲାଣବବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ବାରଖମା- ରେବିଙ୍ଗିଆ ରାସ୍ତା ଗ୍ୟାସ୍ ଡିପୋ ନିକଟରେ ବାଲିଗୁଡା ପୋଲିସ୍ ର ଚଢ଼ାଉ । ପୂର୍ବ ସୂଚନା ଅନୁଯାୟୀ ବାଲିଗୁଡା ଥାନା ଆଇଆଇସି ପ୍ରଶାନ୍ତ କୁମାର ବେହେରା ନିଜ ସହଯୋଗୀଙ୍କସହ ଅଚାନକ ଚଢ଼ାଉ କରିଛନ୍ତି । ଗୋଟିଏ ଟିଭିଏସ୍…
Read More...

ଗୀତ ଗାଇଲେ ଧୋନୀ,ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଜଣେ ନିଷ୍ଠାବାନ୍ ଓ ସଂକଳ୍ପବନ୍ଧ ବ୍ୟକ୍ତି ଯେକୌଣସି କାର୍ଯ୍ୟରେ ସଫଳତା ହାସଲ କରିପାରିବ । ଏହା ତାଙ୍କୁ ନୂତନ ପରିଚୟ ମଧ୍ୟ ଦେଇଥାଏ । ଭାରତୀୟ କ୍ରିକେଟର ଅନ୍ୟତମ ଲୋକପ୍ରିୟ ଓ ସଫଳ ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂ ଧୋନିଙ୍କ କ୍ଷେତ୍ରରେ ମଧ୍ୟ ତାହା ଘଟିଛି । ସେ କ୍ରିକେଟ୍…
Read More...

ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କର ଚରଣସେବା ସବୁବେଳେ କରନ୍ତି କାହିଁକି ?

ଏହାର ରହସ୍ୟ ହେଉଛି ଯେ ମନୁଷ୍ୟ ଧନପ୍ରାପ୍ତି(ଲକ୍ଷ୍ମୀପ୍ରାପ୍ତି) କରିବାର ଅଭିଳାଷୀ ଅଟନ୍ତି ସେମାନେ ପ୍ରତ୍ୟକ୍ଷଭାବେ ଲକ୍ଷ୍ମୀଙ୍କୁ ନୁହେଁ ବରଂ ଭଗବାନ ଶ୍ରୀ ନାରାୟଣଙ୍କର ପୂଜା ଆରାଧନା କରିବା ଦରକାର । ଭଗବାନ ଶ୍ରୀନାରାୟଣ ପ୍ରସନ୍ନ ହେଲେ ଲକ୍ଷ୍ମୀ ସେହି ପ୍ରାଣୀକୁ ସର୍ବ ରୂପ ସଂପନ୍ନ…
Read More...