ଲକ୍ଷ୍ମୀ ଭଗବାନ ବିଷ୍ଣୁଙ୍କର ଚରଣସେବା ସବୁବେଳେ କରନ୍ତି କାହିଁକି ?

0 523

ଏହାର ରହସ୍ୟ ହେଉଛି ଯେ ମନୁଷ୍ୟ ଧନପ୍ରାପ୍ତି(ଲକ୍ଷ୍ମୀପ୍ରାପ୍ତି) କରିବାର ଅଭିଳାଷୀ ଅଟନ୍ତି ସେମାନେ ପ୍ରତ୍ୟକ୍ଷଭାବେ ଲକ୍ଷ୍ମୀଙ୍କୁ ନୁହେଁ ବରଂ ଭଗବାନ ଶ୍ରୀ ନାରାୟଣଙ୍କର ପୂଜା ଆରାଧନା କରିବା ଦରକାର । ଭଗବାନ ଶ୍ରୀନାରାୟଣ ପ୍ରସନ୍ନ ହେଲେ ଲକ୍ଷ୍ମୀ ସେହି ପ୍ରାଣୀକୁ ସର୍ବ ରୂପ ସଂପନ୍ନ କରାଇ ଦିଅନ୍ତି ଅର୍ଥାତ୍ ଲକ୍ଷ୍ମୀଙ୍କୁ ପାଇବାକୁ ହେଲେ ଶ୍ରୀନାରାୟଣଙ୍କର ଶରଣାପନ୍ନ ହେବା ଆବଶ୍ୟକ ।

hiranchal ad1
Leave A Reply

Your email address will not be published.

16 + 5 =