Monthly Archives

April 2020

ପାରଳା ବିଧାୟକ କେ ନାରାୟଣ ରାଓ ମାସ୍କ ବାଣ୍ଟିଲେ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବିଦ୍ୟୁତ ବିଭାଗ କର୍ମଚାରୀ ମାନଙ୍କୁ ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ଆଜି ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ କୁ ଯାଇ ମାସ୍କ ବଣ୍ଟନ କରିଛନ୍ତି। ଏହି ଘଡିସନ୍ଧି ମୁହୂର୍ତ୍ତରେ ଲୋକଙ୍କୁ ଦିନରାତି ସେବା ଯୋଗାଇ ଥିବାରୁ ସମସ୍ତ
Read More...

ରାଜ୍ୟରେ ଦ୍ୱିତୀୟ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର:- ରାଜ୍ୟରେ କରୋନା ମୃତ୍ୟୁ ଦାଣ୍ଡବ କିଛି ଦିନ ଥମିଯାଇଥିବା ବେଳେ ଆଜି ୪୪ ନମ୍ବର କରୋନା ପୀଡିତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ ପଶ୍ଚିମବଙ୍ଗ ମେଦନପୁରରୁ ଆସି ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏ ସଂପର୍କରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ
Read More...

ମହାମାରୀ ଆସିବ ବୋଲି ମୋତେ ଜଣାଥିଲା: ଅଖତର

କରାଚୀ : ଭିନ୍ନ ଭିନ୍ନ ମନ୍ତବ୍ୟ ପାଇଁ ପାକ୍ କ୍ରିକେଟର ସୋଏବ୍ ଅଖତର ଗତ କିଛିଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି । ଏବେ ସେ ଏଭଳି ଆଉ ଏକ ଦାବି କରିଛନ୍ତି, ଯାହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅଖତାର କହିଛନ୍ତି ଯେ, ଆଜକୁ ୧୧ ବର୍ଷ ତଳେ ମୁଁ ସମସ୍ତଙ୍କୁ ସତର୍କ କରାଇ
Read More...

ଟି-୨୦ ବିଶ୍ୱକପ୍ ନେଇ ଚୟନ କମିଟିକୁ ଆର୍ଥର କ’ଣ କହିଲେ

କରାଚୀ : ଟି-୨୦ ବିଶ୍ୱକପ୍ ପାଇଁ ପାକିସ୍ତାନ ଟିମ୍‌ରେ ମହମ୍ମଦ ଅମିରଙ୍କୁ ବାଦ୍ ଦିଆଯାଇପାରେ ବୋଲି ଚର୍ଚ୍ଚା ହେବା ପରେ ସେଥିନେଇ ପୂର୍ବତନ ପାକ୍ କୋଚ୍ ମାଇକ୍ ଆର୍ଥର ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ ପାକିସ୍ତାନ କ୍ରିକେଟ୍ ବୋର୍ଡ଼କୁ ସତର୍କ କରାଇ ଦେଇ କହିଛନ୍ତି ଯେ, ଚୟନ କମିଟି ଯଦି
Read More...

ସଚିନ୍ ଚୌକା ମାରିବାର ରହସ୍ୟ ଖୋଲିଲେ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ଚୌକା ମାରିଥିବାର ରେକର୍ଡ଼ ସଚିନ୍ ତେନ୍ଦୁଲକରଙ୍କ ନାମରେ ରହିଛି । ତାଙ୍କର ଏକାଧିକ ରେକର୍ଡ଼ ମଧ୍ୟରୁ ଏହା ଅନ୍ୟତମ । ନିଜର ଲମ୍ବା କ୍ୟାରିୟରରେ ସେ ଅନେକ ରେକର୍ଡ଼ ସୃଷ୍ଟି କରିଛନ୍ତି । ଟେଷ୍ଟ ହେଉ, ବା ଦିନିକିଆ, ରେକର୍ଡ଼ ସୃଷ୍ଟି
Read More...

ଖୁସି ଖବର : ରାଜ୍ୟରେ ପୁଣି ୫ ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ପୁଣି ଏକ ଖୁସି ଖବର ଆସିଛି । ଆଜି ୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ ଯୋଗେ ସୂଚନା ଦେଇଛି । ଏହି ସମସ୍ତ ଆକ୍ରାନ୍ତ ଭୁବନେଶ୍ୱର, ଢେଙ୍କାନାଳ, କଲାହାଣ୍ଡି, ସୁନ୍ଦରଗଡ ଓ କେନ୍ଦ୍ରାପଡାର ବୋଲି ଜଣାପଡିଛି ।
Read More...

ମୌନ ରହି ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଆଦିତ୍ୟ ନାଥ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭିନ୍ନ ଢଙ୍ଗରେ ତାଙ୍କ ପିତା ଆନନ୍ଦ ସିଂହଙ୍କୁ ମଙ୍ଗଳବାର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଆଦିତ୍ୟନାଥ ୨ମିନିଟ୍ ମୌନ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେହିଠାରେ ଅନ୍ୟ କେତେକ ମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।
Read More...

ଲକଡାଉନରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ, ୫ ମନ୍ତ୍ରୀ ଶପଥ ନେଲେ

ଭୋପାଳ : ମଧ୍ୟପ୍ରଦେଶରେ କରୋନା ଭାଇରସ ସଂକ୍ରମଣ ସ୍ଥିତି ଏବେବି ଗମ୍ଭୀର ରହିଛି । ପ୍ରତିଦିନ ନୂଆନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି । ଏଭଳି ଏକ ଗମ୍ଭୀର ସ୍ଥିତିରେ ରାଜ୍ୟ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ମଙ୍ଗଳବାର କରାଯାଇଛି । ୫ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଲାଲ ଜି
Read More...

ଦୁଶ୍ଚିନ୍ତାରେ ବାଲିଗୁଡ଼ାର ବାଉଁଶ କାରିଗର: ସାମଗ୍ରୀ ଅଛି, ହେଲେ କିଣାବିକା ନାହିଁ

ବାଲିଗୁଡ଼ା: ସାରା ବିଶ୍ବରେ କାୟା ବିସ୍ତାର କରିଚାଲିଛି କରୋନା । ମହାମାରୀ କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି କରିଛନ୍ତି ସରକାର । ଲୋକେ ଘରୁ ବାହାରକୁ ବାହାରୁନାହାଁନ୍ତି । ଗୋଷ୍ଠୀ ସଂକ୍ରମଣ ରୋକିବାକୁ ସରକାର ନେଉଛନ୍ତି ବିଭିନ୍ନ ପଦକ୍ଷେପ । ଅତ୍ୟାବଶ୍ୟକ ସାମଗ୍ରୀ
Read More...

ଚକୁଳିଆ ପଣ୍ଡା ବେଶରେ ଟାଉନ୍ ପୁଲିସ୍‌ର କରୋନା ସଚେତନତା

ଢେଙ୍କାନାଳ : ଓଡଶା ପୋଲିସ କୋଭିଡ୍‌-୧୯ ପାଇଁ ଜନସାଧାରଣଙ୍କୁ ସଚେତନ କରିବା ଉଦେଶ୍ୟରେ ଁ ଅନେକ ପ୍ରକାରର ସଚେତନାତା ଭିତ୍ତିକ କାର୍ଯ୍ୟମକୁ ପରିବେଷଣ କରୁଥିବା ଦେଖାଯାଇଛି । ସେହିପରି ଢେଙ୍କାନାଳ ପୋଲିସ ଆଜି ଏକ ନୁତନ ର୍ପକାରର “ଚକୁଳିଆ ପଣ୍ଡା” କାର୍ଯ୍ୟକ୍ରମ ହାତକୁ ନେଇ ସକାଳ ସମୟରେ
Read More...